ରାଜପଥ ମରାମତି ଦାବିରେ ବସ୍‌ ଚଳାଚଳ ବନ୍ଦ

ବାରିପଦା: ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ  ମରାମତି ଜାତୀୟ ରାଜପଥ ଦାବି କରି ୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା ସହରରୁ ବମ୍ବେଛକ ଓ ଜାମୋଶୋଳାଠାରୁ କେନ୍ଦୁଝର ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ଶହେରୁ ଊର୍ଦ୍ଧ୍ୱ ବସ୍ […]

bus

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 02:57 PM IST

ବାରିପଦା: ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ  ମରାମତି ଜାତୀୟ ରାଜପଥ ଦାବି କରି ୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା ସହରରୁ ବମ୍ବେଛକ ଓ ଜାମୋଶୋଳାଠାରୁ କେନ୍ଦୁଝର ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ଶହେରୁ ଊର୍ଦ୍ଧ୍ୱ ବସ୍ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Related story