‘ସେସୁ’ ଘରୋଇକରଣକୁ ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବିତରଣ କମ୍ପାନୀ ସେସୁର ଘରୋଇକରଣକୁ ବିରୋଧ। ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇନଜିୟଂର ଏକତା ମଞ୍ଚ ଆଜି ସେସୁ ଘରୋଇକରଣକୁ ବିରୋଧ କରି ଭୁବନେଶ୍ୱରରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି। ଶୋଭାଯାତ୍ରା ଶୈଳଶ୍ରୀ ବିହାରରୁ ବାହାରି OERC ଅଫିସ ଯାଏଁ ଯାଇଥିଲା। ୨୦ ବର୍ଷ ପୂର୍ବରୁ ସେସୁକୁ ଘରୋଇକରଣ କରାଯାଇଥିଲେ ବି ଏହା ସଫଳ ହୋଇ ନଥିଲା। ରିଲାଏନସକୁ ମଧ୍ୟ ବିଦ୍ୟୁତ ବିତରଣ ଦାୟିତ୍ୱ ଦେଇ ସରକାର ବିଫଳ ହୋଇଥିଲେ […]

cesu

cesu

Manoranjan Sial
  • Published: Monday, 30 December 2019
  • Updated: 30 December 2019, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବିତରଣ କମ୍ପାନୀ ସେସୁର ଘରୋଇକରଣକୁ ବିରୋଧ। ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇନଜିୟଂର ଏକତା ମଞ୍ଚ ଆଜି ସେସୁ ଘରୋଇକରଣକୁ ବିରୋଧ କରି ଭୁବନେଶ୍ୱରରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି। ଶୋଭାଯାତ୍ରା ଶୈଳଶ୍ରୀ ବିହାରରୁ ବାହାରି OERC ଅଫିସ ଯାଏଁ ଯାଇଥିଲା।

୨୦ ବର୍ଷ ପୂର୍ବରୁ ସେସୁକୁ ଘରୋଇକରଣ କରାଯାଇଥିଲେ ବି ଏହା ସଫଳ ହୋଇ ନଥିଲା। ରିଲାଏନସକୁ ମଧ୍ୟ ବିଦ୍ୟୁତ ବିତରଣ ଦାୟିତ୍ୱ ଦେଇ ସରକାର ବିଫଳ ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି କର୍ମଚାରୀ। ଏବେ କାହା ସ୍ୱାର୍ଥରେ ଶାଗମାଛ ଦରରେ ସେସୁକୁ ଟାଟା ପାଓ୍ୱାରକୁ ବିକ୍ରି କରାଯିବ ବୋଲି ପ୍ରଶ୍ନ କରିଛି ଶ୍ରମିକ କର୍ମଚାରୀ ଏକତା ମଞ୍ଚ। ଏ ନେଇ ଓଇଆରସିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story