ହୋମ୍‌ ଆଇସୋଲେସନରେ ଥିବା ରୋଗୀ କେଉଁ ଔଷଧ ଖାଇବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏପରି ସ୍ଥିତିରେ କେଉଁ ମେଡିସିନ୍‌ କେତେ ଡୋଜ୍‌ ଓ କେମିତି ଖାଇବେ? ତାହା ଉପରେ ସବିଶେଷ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି-“କରୋନା ଏକ ଭୂତାଣୁ ଜନିତ ରୋଗ। ବେଶୀ ଔଷଧ ଖାଇବା ଅନାବଶ୍ୟକ। ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ତା’ ପରେ ଯଦି ଜ୍ୱର ନକମିଲା ନେପ୍ରକ୍ସିନ ବଟିକା ୨୫୦ମିଗ୍ରା […]

Medicine

Medicine

Manoranjan Sial
  • Published: Friday, 07 May 2021
  • Updated: 07 May 2021, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏପରି ସ୍ଥିତିରେ କେଉଁ ମେଡିସିନ୍‌ କେତେ ଡୋଜ୍‌ ଓ କେମିତି ଖାଇବେ? ତାହା ଉପରେ ସବିଶେଷ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା।

ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି-“କରୋନା ଏକ ଭୂତାଣୁ ଜନିତ ରୋଗ। ବେଶୀ ଔଷଧ ଖାଇବା ଅନାବଶ୍ୟକ। ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ତା’ ପରେ ଯଦି ଜ୍ୱର ନକମିଲା ନେପ୍ରକ୍ସିନ ବଟିକା ୨୫୦ମିଗ୍ରା ଦିନକୁ ୨ଟି ଖାଇବେ।”

ସେ ଆହୁରି କହିଛନ୍ତି-“ହୋମ୍‌ ଆଇସୋଲେସନରେ ଆଇଭର ମେକଟିନ୍‌ ଔଷଧ ଖାଇପାରିବେ। ବଡ଼ଙ୍କୁ ୧୨ ମିଗ୍ରା ଓ ଛୋଟଙ୍କୁ ୬ ମିଗ୍ରା ଆଇଭରମେକଟିନ ଦିଆଯାଇପାରିବ। ୩ରୁ ୫ ଦିନ ପର୍ଯ୍ୟନ୍ତ ଆଇଭରମେକଟିନ୍‌ ବ୍ୟବହାର କରାଯାଇଥାଏ। ଗର୍ଭବତୀ ବା ସ୍ତନ୍ୟପାନ କରାଉଥିଲେ ମହିଳାଙ୍କୁ ଆଇଭରମେକଟିନ ଦିଅନ୍ତୁନାହିଁ। ପାରାସିଟାମଲ ଓ ଆଇଭରମେକଟିନ ବ୍ୟତୀତ ଅନ୍ୟ ଔଷଧ ଆବଶ୍ୟକ ନଥାଏ। ଏହା ସହ ଭିଟାମିନ ଓ ଜିଙ୍କ୍ ଔଷଧ ଖାଇପାରିବେ। କେଉଁ ରୋଗୀକୁ ଫାଭିପିରାଭିର୍‌ ଦିଆଯିବ, ସେ ନିଷ୍ପତ୍ତି ଡାକ୍ତର ନେବେ। ଭାଇରାଲ ଲୋଡ୍‌ ବେଶୀ ଥିଲେ ଡାକ୍ତରଙ୍କ ପରାମର୍ଶରେ ଦିଆଯାଇଥାଏ। ମନକୁ ଦୋକାନରୁ ନେଇ ଫାଭିପିରାଭିର ଖାଇଲେ ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ। ଡାକ୍ତରଙ୍କ ତତ୍ତ୍ୱାବଧାନ ବିନା ଷ୍ଟିରଏଡ୍‌ ନେଲେ ଭାଇରାଲ ଲୋଡ୍‌ ବଢ଼ିପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story