ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ପ୍ରଫେସର ରାଧାମୋହନଙ୍କୁ ୭୮ ବର୍ଷ ହୋଇଥିଲା। ବୟସାଧିକ ଯୋଗୁ ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିଲେ। ଅର୍ଥନୀତିର ପ୍ରଫେସର ଥିଲେ ରାଧାମୋହନ। ସରକାରୀ ଚାକିରିରେ ଥାଇ ସେ ଜୈବିକ କୃଷି ପ୍ରତି ମନ ବଳାଇଥିଲେ। ଆଉ […]

Professor Radhamohan

Professor Radhamohan

Jitendra Garnayak
  • Published: Friday, 11 June 2021
  • Updated: 11 June 2021, 09:26 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି।

ମୃତ୍ୟୁ ବେଳକୁ ପ୍ରଫେସର ରାଧାମୋହନଙ୍କୁ ୭୮ ବର୍ଷ ହୋଇଥିଲା। ବୟସାଧିକ ଯୋଗୁ ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିଲେ।

ଅର୍ଥନୀତିର ପ୍ରଫେସର ଥିଲେ ରାଧାମୋହନ। ସରକାରୀ ଚାକିରିରେ ଥାଇ ସେ ଜୈବିକ କୃଷି ପ୍ରତି ମନ ବଳାଇଥିଲେ। ଆଉ ଜୈବିକ କୃଷି କ୍ଷେତ୍ରରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଜୈବିକ କୃଷି ସହିତ ସେ ପରିବେଶର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରଫେସର ରାଧାମୋହନ ଓଡ଼ିଶାର ସୂଚନା କମିଶନର ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସୂଚନା କମିଶନର ଭାବେ ତାଙ୍କ କାର୍ଯ୍ୟ ଖୁବ୍ ପ୍ରଶଂସନୀୟ ଥିଲା। ସୂଚନା ଅଧିକାର ଆଇନକୁ ଲୋକପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ସୂଚନା ଅଧିକାର ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଉଥିଲେ। ଗ୍ରାମୀଣ ଅର୍ଥନୀତିର ଦୃଢୀକରଣ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ।

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ତାଙ୍କ ବିୟୋଗ ଓଡ଼ିଶାର ଜୈବିକ କୃଷିକ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ କହିଛନ୍ତି।  ପ୍ରଫେସର ରାଧାମୋହନ ଜଣେ ବିଶିଷ୍ଟ ଗାନ୍ଧିବାଦୀ ନେତା, ସମାଜସେବୀ, ସ୍ତମ୍ଭକାର ଓ ବୈପବ୍ଲିକ ଚାଷୀ ଥିଲେ ବୋଲି ସେ ଟ୍ୱିଟ୍‌ କରିଛନ୍ତି।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫେସର ରାଧାମୋହନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।  ସାଂସଦ ଜୁଏଲ ଓରାମ୍ ମଧ୍ୟ ରାଧାମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story