ଅଶୋକଙ୍କୁ ନେଇ ଅସନ୍ତୋଷ: ପ୍ରମୋଦ ସ୍ୱାଧୀନ ଭାବେ ଛିଡ଼ା ହେବେ

Ordigital Desk
  • Published: Thursday, 01 February 2018
  • , Updated: 01 February 2018, 11:11 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିରେ ଅସନ୍ତୋଷ ଦେଖାଦେଇଛି। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ତଥା ନୂଆପଡ଼ା ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ପ୍ରମୋଦ କୁମାର ଛତର ନିର୍ବାଚନରେ ଦଳକୁ ସହଯୋଗ ନ କରି ସ୍ୱାଧୀନ&nbsp; ଭାବେ ଲଢ଼ିବେ ବୋଲି କହିଛନ୍ତି।&nbsp; ବରଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଦଳରେ ପୁରୁଖା ନେତାଙ୍କୁ ଅଣଦେଖା କରାଯିବା ସହ ଅନ୍ୟ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।</p>

Related story