କୁଲଡ଼ା କୋଇଲା ଖଣିରେ ଖନନ ଓ ପରିବହନ ବନ୍ଦ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଚାଲିଛି ଆନ୍ଦୋଳନ

<p>ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଏମ୍&zwnj;ସିଏଲର କୁଲଡା କୋଇଲା ଖଣି ପରିସରରେ ଉତ୍ତେଜନା ଦେଖାଦେଇଛି। କୁଲଡ଼ା କୋଇଲା ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଅଲ୍&zwnj; ଇଣ୍ଡିଆ ୟୁଥ୍ ଫେଡେରେସନ୍&zwnj; ପକ୍ଷରୁ &nbsp;ଆଜି ସକାଳୁ ଆନ୍ଦୋଳନ ଡାକରା ଦିଆଯିବା ପରେ ଏଭଳି ସ୍ଥିତି ଉପୁଜିଛି। ତା&rsquo;ସହିତ କୁଲଡ଼ା କୋଇଲା ଖଣିରେ ଶ୍ରମିକଙ୍କ କାର୍ଯ୍ୟ କରିବା ସମୟକୁ ୧୨ ଘଣ୍ଟାରୁ ୮ ଘଣ୍ଟାକୁ କମାଇବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆନ୍ଦୋଳନ ଯୋଗୁଁ &nbsp;ଏଠାରେ କୋଇଲା ଖନନ ଏବଂ ପରିବହନ ବନ୍ଦ ରହିଛି। ଦାବିଗୁଡ଼ିକ ସଂପର୍କରେ ଏମ୍&zwnj;ସିଏଲ୍&zwnj; କର୍ତ୍ତୃପକ୍ଷ ଓ ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହେଉଛି।</p>

Ordigital Desk
  • Published: Friday, 01 September 2017
  • Updated: 01 September 2017, 12:52 PM IST

Sports

Latest News

<p>ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଏମ୍&zwnj;ସିଏଲର କୁଲଡା କୋଇଲା ଖଣି ପରିସରରେ ଉତ୍ତେଜନା ଦେଖାଦେଇଛି। କୁଲଡ଼ା କୋଇଲା ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଅଲ୍&zwnj; ଇଣ୍ଡିଆ ୟୁଥ୍ ଫେଡେରେସନ୍&zwnj; ପକ୍ଷରୁ &nbsp;ଆଜି ସକାଳୁ ଆନ୍ଦୋଳନ ଡାକରା ଦିଆଯିବା ପରେ ଏଭଳି ସ୍ଥିତି ଉପୁଜିଛି। ତା&rsquo;ସହିତ କୁଲଡ଼ା କୋଇଲା ଖଣିରେ ଶ୍ରମିକଙ୍କ କାର୍ଯ୍ୟ କରିବା ସମୟକୁ ୧୨ ଘଣ୍ଟାରୁ ୮ ଘଣ୍ଟାକୁ କମାଇବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆନ୍ଦୋଳନ ଯୋଗୁଁ &nbsp;ଏଠାରେ କୋଇଲା ଖନନ ଏବଂ ପରିବହନ ବନ୍ଦ ରହିଛି। ଦାବିଗୁଡ଼ିକ ସଂପର୍କରେ ଏମ୍&zwnj;ସିଏଲ୍&zwnj; କର୍ତ୍ତୃପକ୍ଷ ଓ ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos