କୁଲଡ଼ା କୋଇଲା ଖଣିରେ ଖନନ ଓ ପରିବହନ ବନ୍ଦ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଚାଲିଛି ଆନ୍ଦୋଳନ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଏମ୍‌ସିଏଲର କୁଲଡା କୋଇଲା ଖଣି ପରିସରରେ ଉତ୍ତେଜନା ଦେଖାଦେଇଛି। କୁଲଡ଼ା କୋଇଲା ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଅଲ୍‌ ଇଣ୍ଡିଆ ୟୁଥ୍ ଫେଡେରେସନ୍‌ ପକ୍ଷରୁ  ଆଜି ସକାଳୁ ଆନ୍ଦୋଳନ ଡାକରା ଦିଆଯିବା ପରେ ଏଭଳି ସ୍ଥିତି ଉପୁଜିଛି। ତା’ସହିତ କୁଲଡ଼ା କୋଇଲା ଖଣିରେ ଶ୍ରମିକଙ୍କ କାର୍ଯ୍ୟ କରିବା ସମୟକୁ ୧୨ ଘଣ୍ଟାରୁ ୮ ଘଣ୍ଟାକୁ କମାଇବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆନ୍ଦୋଳନ ଯୋଗୁଁ  ଏଠାରେ କୋଇଲା ଖନନ ଏବଂ ପରିବହନ ବନ୍ଦ ରହିଛି। ଦାବିଗୁଡ଼ିକ ସଂପର୍କରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ଓଡ଼ିଶାରେ ‘କରୋନା’ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ କେମିତି ହେବ? ପଢ଼ନ୍ତୁ ପୂରା ରିପୋର୍ଟ

କ୍ୱାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ

ଚାଲିଗଲେ ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସ

କୋଭିଡ୍ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୩ଟି ମନ୍ତ୍ର

ଯୁଦ୍ଧ ଲଢୁ ଲଢୁ ହାରିଗଲେ ସେ, ଆଉ ସରକାର…

ବିଜେପି ବିଧାୟକଙ୍କୁ ‘କରୋନା’

କଟକରେ ସ୍ଥିତି ଭୟଙ୍କର, ନିଆଯିବ ଏହି ସବୁ ପଦକ୍ଷେପ

କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି

ଓଏଏସ ଅଧିକାରୀଙ୍କୁ ପ୍ରେମ ରୋଗ, ପଠାଉଥିଲେ ଅଶ୍ଲୀଳ ଭିଡିଓ

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ