ପ୍ରଶାସନର ପ୍ରତିଶ୍ରୁତିକୁ ମାନିନେଲେ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି ( ଜିତେନ୍ଦ୍ର ବେଉରା ): ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ମୌଳିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ ପାଇଁ ସେମାନେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ।  ହେଲେ ସେଠାରେ  ସେମାନଙ୍କୁ ଉପଜିଲ୍ଲାପାଳ, ଏସ୍‌ପି ଅଟକାଇ ବୁଝାସୁଝା କରିଥିଲେ । ଖୁବ୍‌ ଶୀଘ୍ର ସେମାନଙ୍କ ସମସ୍ତ ଦାବି ପୂରଣ ସହ ମୌଳିକ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି […]

mlkn-3-1..

mlkn-3-1..

Niharika Rout
  • Published: Monday, 26 August 2019
  • Updated: 26 August 2019, 12:34 PM IST

Sports

Latest News

ମାଲକାନଗିରି ( ଜିତେନ୍ଦ୍ର ବେଉରା ): ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ମୌଳିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ ପାଇଁ ସେମାନେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ।  ହେଲେ ସେଠାରେ  ସେମାନଙ୍କୁ ଉପଜିଲ୍ଲାପାଳ, ଏସ୍‌ପି ଅଟକାଇ ବୁଝାସୁଝା କରିଥିଲେ । ଖୁବ୍‌ ଶୀଘ୍ର ସେମାନଙ୍କ ସମସ୍ତ ଦାବି ପୂରଣ ସହ ମୌଳିକ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନରୁ ଓହରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା ।

ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ଯଥା ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ି ବାସିନ୍ଦା ଅଦ୍ୟାବଧୀ ମୌଳିକ ସୁବିଧାରୁ ବଞ୍ଚିତ ରହି ଦୟନୀୟ ଜୀବନ କାଟୁଛନ୍ତି। ପ୍ରଶାସନର ସେମାନଙ୍କ ପ୍ରତି ଦରଦ ନ ଥିବା ହୃଦୟଙ୍ଗମ କରି  ନିଜ ହକ୍‌ ଲାଗି ସେମାନେ ଅଣ୍ଟା ଭିଡ଼ିଛନ୍ତି।

ସରକାର ଏହି ଅଞ୍ଚଳଗୁଡ଼ିକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଆଦି ମୌଳିକ ସୁବିଧା ଏହି ଅଞ୍ଚଳବାସୀ ପାଇ ପାରୁ ନାହାନ୍ତି।  ବହୁ ଥର ଦାବି, ଅଭିଯୋଗ ଜଣାଇବା ସତ୍ତ୍ୱେ ପ୍ରଶାସନିକ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ଗତକାଲି ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ୪ଟି ଲଞ୍ଚ ଓ ଦେଶୀ ଡଙ୍ଗାରେ ନଦୀ ପାର୍‌ ହୋଇ ଚିତ୍ରକୋଣ୍ଡାରେ ରାତ୍ରୀଯାପନ କରିଥିଲେ। ହେଲେ ପ୍ରତିଶ୍ରୁତି ପରେ ଆଜି ଆନ୍ଦୋଳନରୁ ହଟିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ ।

ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ  ସ୍ୱର ଉତ୍ତୋଳନ ପାଇଁ ଏକଜୁଟ୍ ହୋଇଥିଲେ ସମସ୍ତେ । ସେହି ସମୟରେ ସରକାର ଏବଂ ପ୍ରଶାସନ ବିରୋଧରେ ଆରପାର ଲଢ଼େଇ ପାଇଁ ଚେତାବନୀ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story