ମନ୍ଦିର ଖୋଲିବା ଦାବିରେ ଘଣ୍ଟ ବଜାଇ ପ୍ରତିବାଦ

ପୁରୀ (ଓଡ଼ିଶା ରିପୋର୍ଟର): ମନ୍ଦିର ଖୋଲିବା ଦାବିରେ ବାଲେଶ୍ୱର ନୀଳଗିରିରେ ମଧ୍ୟ ସେବାୟତମାନେ ଘଣ୍ଟ ଘଣ୍ଟା ପିଟି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଅନଲକ୍ ଗାଇଡ୍ ଲାଇନରେ ସରକାର ସବୁକିଛି ଖୋଲି ସାରିଥିବା ବେଳେ ମନ୍ଦିର କଣ ପାଇଁ ଖୋଲୁନାହିଁ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦରେ ମନ୍ଦିର ନିକଟରେ ଥିବା ଦୀପ ଓ ଭୋଗ ଦୋକାନୀଙ୍କ ସହ କିଛି ଭକ୍ତ ସାମିଲ […]

nilagiri

nilagiri

Ranjit Kumar Jena
  • Published: Wednesday, 28 October 2020
  • Updated: 28 October 2020, 05:50 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମନ୍ଦିର ଖୋଲିବା ଦାବିରେ ବାଲେଶ୍ୱର ନୀଳଗିରିରେ ମଧ୍ୟ ସେବାୟତମାନେ ଘଣ୍ଟ ଘଣ୍ଟା ପିଟି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଅନଲକ୍ ଗାଇଡ୍ ଲାଇନରେ ସରକାର ସବୁକିଛି ଖୋଲି ସାରିଥିବା ବେଳେ ମନ୍ଦିର କଣ ପାଇଁ ଖୋଲୁନାହିଁ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।

ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦରେ ମନ୍ଦିର ନିକଟରେ ଥିବା ଦୀପ ଓ ଭୋଗ ଦୋକାନୀଙ୍କ ସହ କିଛି ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବାରିପଦାରେ ମଧ୍ୟ ମନ୍ଦିର ଖୋଲିବା ନେଇ ଘଣ୍ଟଘଣ୍ଟା ବାଜିଛି।

ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟା ବଜାଇ ଅଭିନବ ପ୍ରତିବାଦ କରିଛନ୍ତି। ସରକାର ମନ୍ଦିର ଖୋଲିବା ନେଇ କୋଣସି ପଦକ୍ଷେପ ନେଉନଥିବା ଫଳରେ ମନ୍ଦିର ସେବାୟତମାନେ ଏହି ପରି ଘଣ୍ଟ ବାଢ଼େଇ ପ୍ରତିବାଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story