ପୁରୀ (ଓଡ଼ିଶା ରିପୋର୍ଟର): ମନ୍ଦିର ଖୋଲିବା ଦାବିରେ ବାଲେଶ୍ୱର ନୀଳଗିରିରେ ମଧ୍ୟ ସେବାୟତମାନେ ଘଣ୍ଟ ଘଣ୍ଟା ପିଟି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଅନଲକ୍ ଗାଇଡ୍ ଲାଇନରେ ସରକାର ସବୁକିଛି ଖୋଲି ସାରିଥିବା ବେଳେ ମନ୍ଦିର କଣ ପାଇଁ ଖୋଲୁନାହିଁ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।
ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦରେ ମନ୍ଦିର ନିକଟରେ ଥିବା ଦୀପ ଓ ଭୋଗ ଦୋକାନୀଙ୍କ ସହ କିଛି ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବାରିପଦାରେ ମଧ୍ୟ ମନ୍ଦିର ଖୋଲିବା ନେଇ ଘଣ୍ଟଘଣ୍ଟା ବାଜିଛି।
ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟା ବଜାଇ ଅଭିନବ ପ୍ରତିବାଦ କରିଛନ୍ତି। ସରକାର ମନ୍ଦିର ଖୋଲିବା ନେଇ କୋଣସି ପଦକ୍ଷେପ ନେଉନଥିବା ଫଳରେ ମନ୍ଦିର ସେବାୟତମାନେ ଏହି ପରି ଘଣ୍ଟ ବାଢ଼େଇ ପ୍ରତିବାଦ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।