ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା

ପୁରୀ: ୬୮ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମୀରେ ସୁଦର୍ଶନ ଅତି ସୁନ୍ଦର ଭାବେ ଭାରତର ଜାତୀୟ ପତାକା ତିଆରି କରି ଲଭ୍‌ ମାଇଁ ଇଣ୍ଡିଆ ସ୍ଲୋଗାନ ଦେଇଛନ୍ତି। ସମସ୍ତ ଭାରତୀୟ ଆଜିର ଦିନକୁ ଆନନ୍ଦ ଉଲ୍ଲାସର ସହ ମନାନ୍ତୁ ବୋଲି କହିଛନ୍ତି ସୁଦର୍ଶନ।

puri

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 08:37 AM IST

ପୁରୀ: ୬୮ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମୀରେ ସୁଦର୍ଶନ ଅତି ସୁନ୍ଦର ଭାବେ ଭାରତର ଜାତୀୟ ପତାକା ତିଆରି କରି ଲଭ୍‌ ମାଇଁ ଇଣ୍ଡିଆ ସ୍ଲୋଗାନ ଦେଇଛନ୍ତି।

ସମସ୍ତ ଭାରତୀୟ ଆଜିର ଦିନକୁ ଆନନ୍ଦ ଉଲ୍ଲାସର ସହ ମନାନ୍ତୁ ବୋଲି କହିଛନ୍ତି ସୁଦର୍ଶନ।

Related story