ଯୁକ୍ତ ଦୁଇ ପରୀକ୍ଷା ପାଇଁ ବଢ଼ିଲା ୩ଟି କେନ୍ଦ୍ର

<p>ଭୁବନେଶ୍ୱର (ଓଡ଼ିଶଶ ରିପୋର୍ଟର): ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ଟି ପରୀକ୍ଷା କେନ୍ଦ୍ର ବଢ଼ିଛି। ପୂର୍ବରୁ ୧୧୦୭ କେନ୍ଦ୍ରରେ ପରୀକ୍ଷା ହେଉଥିଲା। ଚଳିତଥର ୧୧୧୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଏହି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା।</p> <p>ବଢୁଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ଭୁବନେଶ୍ୱରରେ ଆଇଟିଇଆରରେ ଏକ ପରୀକ୍ଷା ଉପକେନ୍ଦ୍ର କରାଯାଇଛି। ଯାହା ରାଜଧାନୀ କଲେଜ ଦ୍ୱାରା ପରିଚାଳିତ ହେବ। ସେହିପରି ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୦୨ଟି ପରୀକ୍ଷା ହବ୍ କରାଯାଇଛି। ଏଥିସହ ଭୁବନେଶ୍ୱରର ଆଇଟିଇଆର, କିଟ୍&zwnj;, କିସ୍&zwnj; ଓ ସରସ୍ୱତୀ ଜ୍ଞାନ ବିଦ୍ୟାମନ୍ଦିର ୪ଟି ଉପକେନ୍ଦ୍ର କରାଯାଇଥିବା ଉପପରୀକ୍ଷା ନିୟନ୍ତ୍ରକ କହିଛନ୍ତି।</p>

Ordigital Desk
  • Published: Monday, 01 January 2018
  • Updated: 01 January 2018, 10:42 PM IST
<p>ଭୁବନେଶ୍ୱର (ଓଡ଼ିଶଶ ରିପୋର୍ଟର): ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ଟି ପରୀକ୍ଷା କେନ୍ଦ୍ର ବଢ଼ିଛି। ପୂର୍ବରୁ ୧୧୦୭ କେନ୍ଦ୍ରରେ ପରୀକ୍ଷା ହେଉଥିଲା। ଚଳିତଥର ୧୧୧୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଏହି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା।</p><p>ବଢୁଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ଭୁବନେଶ୍ୱରରେ ଆଇଟିଇଆରରେ ଏକ ପରୀକ୍ଷା ଉପକେନ୍ଦ୍ର କରାଯାଇଛି। ଯାହା ରାଜଧାନୀ କଲେଜ ଦ୍ୱାରା ପରିଚାଳିତ ହେବ। ସେହିପରି ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୦୨ଟି ପରୀକ୍ଷା ହବ୍ କରାଯାଇଛି। ଏଥିସହ ଭୁବନେଶ୍ୱରର ଆଇଟିଇଆର, କିଟ୍&zwnj;, କିସ୍&zwnj; ଓ ସରସ୍ୱତୀ ଜ୍ଞାନ ବିଦ୍ୟାମନ୍ଦିର ୪ଟି ଉପକେନ୍ଦ୍ର କରାଯାଇଥିବା ଉପପରୀକ୍ଷା ନିୟନ୍ତ୍ରକ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos