ପୁଞ୍ଜିଲାଲ୍‌ ମୁକୁଳିବା ଆଶା କ୍ଷୀଣ: ପାର୍ସଲ ପଠାଇ ନେଇଥିଲା ଦୁଇଟି ଜୀବନ

ବଲାଙ୍ଗିର (ସସ୍ମିତା ସାହୁ): ପାର୍ସଲ ବୋମା ପଠାଇ ନେଇଥିଲା ଦୁଇଟି ଜୀବନ। ଧରାପଡ଼ିବା ପରେ ଜେଲରୁ ମୁକୁଳିବେ ବୋଲି ସ୍ୱପ୍ନ ଦେଖୁଥିଲେ। ଓକିଲ ବି ଆଶ୍ୱାସନା ଦେଇଥିଲେ। ହେଲେ ସବୁ ଓଲଟପାଲଟ୍‌ ହୋଇଗଲା। ବଲାଙ୍ଗିର ଏଡିଜେ ଆଜି ପାର୍ସଲ ବୋମା ପଠାଇଥିବା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦ ଖାରଜ କରିଦେଇଛନ୍ତି। ଯାହାଫଳରେ ପୁଞ୍ଜିଲାଲ୍‌ ଜେଲରୁ ବାହାରିବା ଆଶା କ୍ଷୀଣ ହୋଇଯାଇଛି। ଏବେ ସେ ଜେଲ୍‌ରେ ରହିବେ। ପୂରା ଘଟଣା ଏମିତି। ଭଇଁସା ଜ୍ୟୋତିବିକାଶ ଜୁନିୟର କଲେଜରେ […]

mukti

mukti

Rakesh Mallick
  • Published: Friday, 01 June 2018
  • Updated: 01 June 2018, 04:27 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ପାର୍ସଲ ବୋମା ପଠାଇ ନେଇଥିଲା ଦୁଇଟି ଜୀବନ। ଧରାପଡ଼ିବା ପରେ ଜେଲରୁ ମୁକୁଳିବେ ବୋଲି ସ୍ୱପ୍ନ ଦେଖୁଥିଲେ। ଓକିଲ ବି ଆଶ୍ୱାସନା ଦେଇଥିଲେ। ହେଲେ ସବୁ ଓଲଟପାଲଟ୍‌ ହୋଇଗଲା। ବଲାଙ୍ଗିର ଏଡିଜେ ଆଜି ପାର୍ସଲ ବୋମା ପଠାଇଥିବା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦ ଖାରଜ କରିଦେଇଛନ୍ତି। ଯାହାଫଳରେ ପୁଞ୍ଜିଲାଲ୍‌ ଜେଲରୁ ବାହାରିବା ଆଶା କ୍ଷୀଣ ହୋଇଯାଇଛି। ଏବେ ସେ ଜେଲ୍‌ରେ ରହିବେ।

ପୂରା ଘଟଣା ଏମିତି। ଭଇଁସା ଜ୍ୟୋତିବିକାଶ ଜୁନିୟର କଲେଜରେ ଇଂରାଜୀ ଅଧ୍ୟାପକ ଥିଲେ ପୁଞ୍ଜିଲାଲ୍‌ ମେହେର। ଏହାସହ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ। ତାଙ୍କ ସ୍ଥାନରେ ବରିଷ୍ଠ ଅଧ୍ୟାପିକା ସଞ୍ଜୁକ୍ତା ସାହୁଙ୍କୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଏହାକୁ ପୁଞ୍ଜିଲାଲ୍‌ ସହଜରେ ଗ୍ରହଣ କରି ପାରିନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟ ମନୋମାଳିନ୍ୟ ଦେଖା ଦେଇଥିଲା। ଏପରିକି ସାଥୀ କର୍ମଚାରୀମାନେ ପରୋକ୍ଷରେ ପୁଞ୍ଜିଲାଲଙ୍କୁ କମେଣ୍ଟ ମାରୁଥିଲେ। ସାଥୀ କର୍ମଚାରୀଙ୍କଠାରୁ ଏହି କଥା ଶୁଣିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ପୁଞ୍ଜିଲାଲ୍‌। ସଞ୍ଜୁକ୍ତାଙ୍କ ରାସ୍ତାରୁ ହଟାଇବା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କଲେ।

punjiପିଏଚ୍‌ଡି ଥେସିସ୍‌ ପେପର ଲେଖୁଥିବା ଘରେ ବୋମା ତିଆରି କଲେ। ପରେ ସେହି ବୋମାକୁ ପ୍ୟାକେଟ୍‌ରେ ଭର୍ତ୍ତି କରି ଛଦ୍ମବେଶରେ କଣ୍ଟାବାଞ୍ଜି ରେଳ ଷ୍ଟେସନ୍‌କୁ ଟ୍ରେନ୍‌ ଚଢ଼ି ରାୟପୁର ଯାଇଥିଲେ। ସେଠାରେ ଅଟୋ ଚାଳକ ମାଧ୍ୟମରେ ପାର୍ସଲ ବୋମାକୁ କୋରିୟର କରିଥିଲେ।

ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମାଟି ସଞ୍ଜୁକ୍ତାଙ୍କ ଘରେ ପହଞ୍ଚିଥିଲା। ଉକ୍ତ ଉପହାରକୁ ସଞ୍ଜୁକ୍ତାଙ୍କ ନବ ବିବାହିତା ପୁଅ ସୌମ୍ୟଶେଖର ଓ ବଧୂ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣା ସ୍ଥଳରେ ସୌମ୍ୟଙ୍କ ଜେଜେମାଆଙ୍କ ମୃତ୍ୟୁ ଘଟିଥିଲା। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ସୌମ୍ୟଙ୍କ ପତ୍ନୀ ରୀମାରାଣୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ରୀମା ତାଙ୍କ ପତି ସୌମ୍ୟଙ୍କୁ ଖୋଜିଥିଲେ। ମାତ୍ର ପରିବାର ଲୋକେ ଘଟଣା ସମ୍ପର୍କରେ କହିନଥିଲେ। ଦିନେ ରୀମା ତାଙ୍କ ପତି ମୃତ୍ୟୁ ବୋଲି ଏକ ପେପରରୁ ଜାଣିବାକୁ ପାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରୀମା ଦାବି କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପୁଞ୍ଜିଲାଲ୍‌ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story