ପୁରୀ: ଦକ୍ଷିଣ ମୋଡ଼ ପରେ ସିଂହଦ୍ୱାରରେ ତିନି ରଥ

ପୁରୀ: ଶ୍ରୀନଅର ସମ୍ମୁଖରୁ ଦକ୍ଷିଣ ମୋଡ଼ ପରେ ଶୁକ୍ରବାର ସିଂହଦ୍ୱାର ଆଗରେ ଲାଗିଛି ତିନି ରଥ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନ ୨ଟା ୪୦ ମିନିଟରେ ଆରମ୍ଭ ହୋଇଥିଲା ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଥିଲା। ଏହାପରେ ଉଭଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣାଯାଇ ଅଣାଯାଇଥିଲା। ଶେଷରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ରଥ ଟାଣିବା ସହ ଏହି ଦୃଶ୍ୟ […]

ratha

ratha

Rakesh Mallick
  • Published: Friday, 17 July 2015
  • Updated: 17 July 2015, 12:38 PM IST

Sports

Latest News

ପୁରୀ: ଶ୍ରୀନଅର ସମ୍ମୁଖରୁ ଦକ୍ଷିଣ ମୋଡ଼ ପରେ ଶୁକ୍ରବାର ସିଂହଦ୍ୱାର ଆଗରେ ଲାଗିଛି ତିନି ରଥ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନ ୨ଟା ୪୦ ମିନିଟରେ ଆରମ୍ଭ ହୋଇଥିଲା ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଥିଲା। ଏହାପରେ ଉଭଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣାଯାଇ ଅଣାଯାଇଥିଲା। ଶେଷରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ରଥ ଟାଣିବା ସହ ଏହି ଦୃଶ୍ୟ ଦେଖିବା ଲାଗି ବଡ଼ଦାଣ୍ଡ ଲୋକରାଣ୍ୟ ହୋଇ ଉଠିଥିଲା। ରଥରେ ସାରଥୀ ନଥିଲେ। କେବଳ ଘଣ୍ଟୁଆ ମାନେ ଘଣ୍ଟ ବଜାଇ ରଥ ଟାଣି ନେଇଥିଲେ। ଆସନ୍ତାକାଲି ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ବଢି ବଢ଼ି ଚାଲିଛି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story