ପୁରୀ: ୯ରୁ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା

ପୁରୀ: ନବକଳେବର ପରେ ଆସନ୍ତା ୯ ତାରିଖରୁ ଶ୍ରୀଜିଉଙ୍କ ପ୍ରଥମ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଗତକାଲି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଜଗମୋହନ ମରାମତି କାମ ଚାଲିଥିବାରୁ ଦିନ ୧୧ଟା ଭିତରେ ମହାପ୍ରଭୁ ବିମାନକୁ ବିଜେ କରିବେ। ରାତି ୮ଟା ସୁଦ୍ଧା ନରେନ୍ଦ୍ର ପୁଷ୍କରିଣୀରୁ ଚାପ ଖେଳି ଫେରିବାକୁ ସମୟ ନିର୍ଘଣ୍ଟ ହୋଇଛି। ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ଶ୍ରୀଜିଉଙ୍କ ନୀତିର ସମୀକ୍ଷା ହେବା […]

puri

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 03:21 AM IST

ପୁରୀ: ନବକଳେବର ପରେ ଆସନ୍ତା ୯ ତାରିଖରୁ ଶ୍ରୀଜିଉଙ୍କ ପ୍ରଥମ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଗତକାଲି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଜଗମୋହନ ମରାମତି କାମ ଚାଲିଥିବାରୁ ଦିନ ୧୧ଟା ଭିତରେ ମହାପ୍ରଭୁ ବିମାନକୁ ବିଜେ କରିବେ। ରାତି ୮ଟା ସୁଦ୍ଧା ନରେନ୍ଦ୍ର ପୁଷ୍କରିଣୀରୁ ଚାପ ଖେଳି ଫେରିବାକୁ ସମୟ ନିର୍ଘଣ୍ଟ ହୋଇଛି।

ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ଶ୍ରୀଜିଉଙ୍କ ନୀତିର ସମୀକ୍ଷା ହେବା ସହ ଜଗମୋହନ ମରାମତି କାମ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

Related story