କାଲିଠାରୁ ’୭୫ ମିଟର’

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ସରକାରଙ୍କ ଘୋଷଣା ପରେ ତ୍ୱରାନିତ ହୋଇଛି। ଶ୍ରୀମନ୍ଦିରର ୭୫ ମିଟର ଚୌହଦିରୁ ଉଚ୍ଛେଦ ପ୍ରକ୍ରିୟା ବିପଦଶଙ୍କୁଳ ଦର୍ଶାଇ ଆସନ୍ତାକାଲି ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ତେବେ ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ପୁରୀ ବିଧାୟକ ମଧ୍ୟ ଏହାର ବିରୋଧ କରିଥିବା ବେଳେ ଆଇନ୍‌ […]

puri-1

puri-1

Tapas Behera
  • Published: Monday, 26 August 2019
  • Updated: 26 August 2019, 08:16 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ସରକାରଙ୍କ ଘୋଷଣା ପରେ ତ୍ୱରାନିତ ହୋଇଛି। ଶ୍ରୀମନ୍ଦିରର ୭୫ ମିଟର ଚୌହଦିରୁ ଉଚ୍ଛେଦ ପ୍ରକ୍ରିୟା ବିପଦଶଙ୍କୁଳ ଦର୍ଶାଇ ଆସନ୍ତାକାଲି ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ତେବେ ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ପୁରୀ ବିଧାୟକ ମଧ୍ୟ ଏହାର ବିରୋଧ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ କହିଛନ୍ତି ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ଦାୟିତ୍ୱ ସରକାରଙ୍କର।

ପୁରୀ ବିଶ୍ୱ ଐତିହ୍ୟ ସହର ହେଉ, ଜାତିର ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ବି ହେଉ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ଆହ୍ୱାନ ଅନୁଯାୟୀ ସମସ୍ତେ ବି ତ୍ୟାଗ କରିବାକୁ ପ୍ରସ୍ତୁତ । ହେଲେ ବିନା ଥଇଥାନରେ, ପେଟପାଟଣାର ବିକଳ୍ପ ବ୍ୟବସ୍ଥା ନକରି ହଠାତ୍ ଏଭଳି ଉଚ୍ଛେଦକୁ ଗ୍ରହଣ କରି ପାରୁନାହାନ୍ତି ବ୍ୟବସାୟୀ । ସେଇଥିପାଇଁ ବଡ଼ଦାଣ୍ଡରେ ବସି ବିକ୍ଷୋଭ କରୁଛନ୍ତି କ୍ଷତିଗ୍ରସ୍ତ ଲୋକେ।

ପ୍ରଥମେ ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣ ଭାଙ୍ଗିବା ପରେ ଏବେ ଆଗକୁ ବଢୁଛି ପ୍ରଶାସନ।  ବିପଦସଂକୁଳ ଦର୍ଶାଇ ଆସନ୍ତାକାଲି ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ସବୁ ଦୋକାନ ଉଚ୍ଛେଦ ହେବ। ତେବେ ବିନା ଥଇଥାନରେ ସରକାରଙ୍କ ଏଭଳି ତରବରିଆ ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ । ସେପଟେ ଆଇନ୍‌ ମନ୍ତ୍ରୀ  କହିଛନ୍ତି ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ଦାୟିତ୍ୱ ସରକାର ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story