ପୁରୀ: ଗୋପ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବେଆଇନ ରେଜିଷ୍ଟ୍ରେସନ ଘଟଣା, କିରାଣିଙ୍କୁ କୈଫତ ଦେବାକୁ ନିର୍ଦ୍ଦେଶ

ପୁରୀ: ଗୋପ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସବ ରେଜିଷ୍ଟ୍ରାର ଛୁଟିରେ ଥିବା ବେଳେ ବିନା ଅନୁମତିରେ କିରାଣି ସୂର୍ଯ୍ୟମଣି ଦେବୀ ବେଆଇନ ଭାବେ ବହୁ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି । ଏହି ରେଜିଷ୍ଟ୍ରେସନ ୨୦୧୨ରୁ ୨୦୧୪ ମଧ୍ୟରେ କରାଯାଇଛି । ଏହି ଘଟଣା ଜଣାପଡିବା ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ କିରାଣି ଦେବୀଙ୍କୁ ୭ଦିନ ମଧ୍ୟରେ କୈଫତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କିରାଣିଙ୍କ ସମୟରେ ଗୋପ ତହସିଲ ଅଧୀନ ବଉଳାଙ୍ଗ ଆରଆଇ କାର୍ଯ୍ୟାଳୟର […]

gajabhiye1

gajabhiye1

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 03:15 PM IST

Sports

Latest News

gajabhiye1ପୁରୀ: ଗୋପ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସବ ରେଜିଷ୍ଟ୍ରାର ଛୁଟିରେ ଥିବା ବେଳେ ବିନା ଅନୁମତିରେ କିରାଣି ସୂର୍ଯ୍ୟମଣି ଦେବୀ ବେଆଇନ ଭାବେ ବହୁ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି । ଏହି ରେଜିଷ୍ଟ୍ରେସନ ୨୦୧୨ରୁ ୨୦୧୪ ମଧ୍ୟରେ କରାଯାଇଛି । ଏହି ଘଟଣା ଜଣାପଡିବା ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ କିରାଣି ଦେବୀଙ୍କୁ ୭ଦିନ ମଧ୍ୟରେ କୈଫତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କିରାଣିଙ୍କ ସମୟରେ ଗୋପ ତହସିଲ ଅଧୀନ ବଉଳାଙ୍ଗ ଆରଆଇ କାର୍ଯ୍ୟାଳୟର ବଡକିଆପାଳ ମୌଜାର କିଛି ସ୍ଥିତିବାନ ଜମି ଗୋପ ସବ ରାଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ରଞ୍ଜନା ସତୀଶ ଗଜଭିଏଙ୍କ ନାମରେ ରେଜିଷ୍ଟ୍ରି ହୋଇଥିଲା । ଭିଜିଲାନ୍ସ ବିଭାଗ ପୂର୍ବତନ କେନ୍ଦ୍ରାପଡା ଏସପି ସତୀଶ ଗଜଭିଏଙ୍କ ଜମି ବିବାଦର ତଦନ୍ତ କରୁଥିବା ବେଳେ ରଞ୍ଜନାଙ୍କ ନାମରେ କିଛି କବଲା ରେଜିଷ୍ଟ୍ରି କରାଯାଇଥିବା ଓ ଏହା କେଉଁ ସମୟରେ କରାଯାଇଥିଲା ତାହାର ସୁରାକ ପାଇଥିଲା । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି ଘଟଣା ଜଣାପଡିବା ପରେ ସମ୍ପୃକ୍ତ କିରାଣିଙ୍କୁ କୈଫତ ତଲବ କରାଯିବ ସହ ଏହାକୁ ତଦନ୍ତ ପରିସରକୁ ଅଣାଯିବ । କୌଣସି ପ୍ରକାର ବେଆଇନ କାର୍ଯ୍ୟ କରାଯାଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ସବରେଜିଷ୍ଟ୍ରାରଙ୍କ ଅନୁପସ୍ଥିତିରେ କୌଣସି ରେଜିଷ୍ଟ୍ରେସନ କରିବାକୁ ହେଲେ ଅନୁମିତି ନିଆଯିବ ଆବଶ୍ୟକ । ହେଲେ ଏଠାରେ ଏପରି କରାଯାଇ ନ ଥିବା ଅଭିଯୋଗ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story