ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ କାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ଧରି ନୟାଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମୂଳ ଗ୍ରାମର ବଡ଼ରାଉଳ ଗ୍ରାମଦେବୀଙ୍କ ପୂଜାର୍ଚ୍ଚନା ଲାଗି ବାହାରିଛି। ଆସନ୍ତାକାଲି ସକାଳ ୮ଟାରେ ବଡ଼ମୂଳ ଗାଁର ବେଠିଆସିରେ ଥିବା ମାଗ୍ଦ ବଡ଼ରାଉଳଙ୍କ ପୀଠରେ ପୂଜା ଆରମ୍ଭ ହେବ। ଏହାପରେ ରୀତିନୀତି ଅନୁଯାୟୀ ରଥ ନିର୍ମାଣ ପାଇଁ କାଠକଟା ଆରମ୍ଭ ହେବ। ପୁରୀ ଘୋଷଯାତ୍ରାରେ […]

puri jagannath ratha yatra

Rakesh Mallick
  • Published: Monday, 02 January 2017
  • , Updated: 03 January 2017, 07:23 AM IST

ପୁରୀ: ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ କାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ଧରି ନୟାଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମୂଳ ଗ୍ରାମର ବଡ଼ରାଉଳ ଗ୍ରାମଦେବୀଙ୍କ ପୂଜାର୍ଚ୍ଚନା ଲାଗି ବାହାରିଛି।

ଆସନ୍ତାକାଲି ସକାଳ ୮ଟାରେ ବଡ଼ମୂଳ ଗାଁର ବେଠିଆସିରେ ଥିବା ମାଗ୍ଦ ବଡ଼ରାଉଳଙ୍କ ପୀଠରେ ପୂଜା ଆରମ୍ଭ ହେବ। ଏହାପରେ ରୀତିନୀତି ଅନୁଯାୟୀ ରଥ ନିର୍ମାଣ ପାଇଁ କାଠକଟା ଆରମ୍ଭ ହେବ।

ପୁରୀ ଘୋଷଯାତ୍ରାରେ ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ କାଠ ଯୋଗାଇ ଦିଆଯାଇଥାଏ।

Related story