କାନ୍ଧରେ ଶବ ବୁହା ଘଟଣା ନେଇ ସୁଦର୍ଶନଙ୍କ ବାଲୁକା କଳା

ପୁରୀ:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସ୍ୱାମୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାର ପୁନାରବୃତ୍ତି ଯେପରି ନ ଘଟେ ସେ ନେଇ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିବାକୁ ୪ଟନ୍‌ ବାଲି ବ୍ୟବହାର ହୋଇଛି। ଯାହାକୁ ଦେଖିବାକୁ  ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା।

puri

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 02:13 PM IST

Related story