ପୁରୀ: ନବକଳେବର କାର୍ଯ୍ୟ ସମୀକ୍ଷା

ପୁରୀ: ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୁରୀରେ ନବକଳେବର କାର୍ଯ୍ୟର ସମୀକ୍ଷା କରାଯାଇଛି । ବୈଠକରେ ସମସ୍ତ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବିଭାଗ ସେମାନଙ୍କ କାମ ସାରିବେ ବୋଲି ଆଶା କରାଯାଉଛି । ଏଥିପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ସୀମା ଦିଆଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ସୂଚନା ଦେଇ କହିଛନ୍ତି ଯେ, ପୁରୀ […]

puri

puri

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 02:13 AM IST

ପୁରୀ: ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୁରୀରେ ନବକଳେବର କାର୍ଯ୍ୟର ସମୀକ୍ଷା କରାଯାଇଛି । ବୈଠକରେ ସମସ୍ତ ବିଭାଗ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବିଭାଗ ସେମାନଙ୍କ କାମ ସାରିବେ ବୋଲି ଆଶା କରାଯାଉଛି । ଏଥିପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ସୀମା ଦିଆଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜା ସୂଚନା ଦେଇ କହିଛନ୍ତି ଯେ, ପୁରୀ ବଡ ଡାକ୍ତରଖାନାରେ ପ୍ରଥମ କରି ଲାବୋରେଟୋରୀ ଟେଷ୍ଟ ସେଣ୍ଟର ପ୍ରତିଷ୍ଠା କରାଯିବ । ପୁରୀର କିଛି ପାଣି ପାଉଚ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ନବକଳେବର ସମୟରେ ୯୦୦ ଡାକ୍ତର ତଥା ପାରାମେଡିକାଲ୍ ଷ୍ଟାଫ୍ ନିୟୋଜିତ ହେବେ ବୋଲି ସ୍ୱାସ୍ଥ୍ୟ ସଚିବ ଆହୁଜା ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story