ପୁରୀ: ପାକିସ୍ତାନରୁ ଫେରିଥିବା ଗୀତାଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ

ପୁରୀ: ପାକିସ୍ତାନରେ ୧୫ବର୍ଷ ଜୀବନ ବିତାଇବା ପରେ ଭରତ ଫେରିଥିବା ଭିନ୍ନକ୍ଷମ ଝିଅ ଗୀତାଙ୍କୁ ବାଲୁକା କଳା ମଧ୍ୟମରେ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରି ଉଭୟ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ସୁଦର୍ଶନ। ଗୀତାଙ୍କ ସହ ଉଭୟ ଦେଶର ଜାତୀୟ ପତକାକୁ ସ୍ଥାନିତ କରି କଳାରେ ସେ ଦେଇଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା। ଏହି ବାଲୁକାକଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି।

puri

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 10:56 AM IST

Related story