ପୁରୀ: କ୍ଷତିଗ୍ରସ୍ତ କହିଲେ ଆମକୁ ବିବାଦୀୟ ଜମି ଦେଇଛନ୍ତି ସରକାର

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ଐତିହ୍ୟ କରିଡ଼ର୍ ନିର୍ମାଣ ଯୋଜନାରେ ଘରଦ୍ୱାର ହରାଉଥିବା କ୍ଷତିଗ୍ରସ୍ତଙ୍କୁ ମିଳିଥିବା ଜମିକୁ ନେଇ ଉଠିଛି ବିବାଦ । ପୁନର୍ବାସ ଯୋଜନାରେ ଜମି ପାଇଥିବା ପୁରୀ ବାସେଳି ସାହିର କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ଯେଉଁ ଜମି ଦେଇଥିଲେ ତାହା ବିବାଦୀୟ ଜାଗା । ସେଠାରେ ସେମାନେ ନା ଘର କରିପାରୁଛନ୍ତି, ନା ଅଭିଯୋଗ କଲେ ପ୍ରଶାସନ କୌଣସି ପଦକ୍ଷେପ ନେଉଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନିର୍ମାଣ ହେବ […]

uiop

uiop

Tapas Behera
  • Published: Friday, 25 September 2020
  • Updated: 25 September 2020, 08:57 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ଐତିହ୍ୟ କରିଡ଼ର୍ ନିର୍ମାଣ ଯୋଜନାରେ ଘରଦ୍ୱାର ହରାଉଥିବା କ୍ଷତିଗ୍ରସ୍ତଙ୍କୁ ମିଳିଥିବା ଜମିକୁ ନେଇ ଉଠିଛି ବିବାଦ । ପୁନର୍ବାସ ଯୋଜନାରେ ଜମି ପାଇଥିବା ପୁରୀ ବାସେଳି ସାହିର କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ଯେଉଁ ଜମି ଦେଇଥିଲେ ତାହା ବିବାଦୀୟ ଜାଗା । ସେଠାରେ ସେମାନେ ନା ଘର କରିପାରୁଛନ୍ତି, ନା ଅଭିଯୋଗ କଲେ ପ୍ରଶାସନ କୌଣସି ପଦକ୍ଷେପ ନେଉଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ନିର୍ମାଣ ହେବ ଐତିହ୍ୟ କରିଡ଼ର । ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ଏଥିପାଇଁ ଘରଦ୍ୱାର ହରାଉଥିବା ବିସ୍ଥାପିତଙ୍କୁ ଥଇଥାନ କରାଯିବ। ଏଭଳି ପ୍ରତିଶ୍ରୁତି ଦେଇ ଏସବୁ  ଲୋକଙ୍କଠାରୁ ଭିଟାମାଟି ନେଇଗଲେ ସରକାର। ଏବେ କାହା ହାତରେ କେବଳ ବିକ୍ରି କବଲା ସହ ପ୍ରଶାସନ ଦେଇଥିବା ପଟ୍ଟା ହାତରେ ଅଛି ତ ଆଉ କାହା ହାତରେ ହାଇକୋର୍ଟଙ୍କ ଅର୍ଡର ରହିଛି । କିନ୍ତୁ, ନା ଏମାନେ ଘର ଖଣ୍ଡେ କରିପାରୁଛନ୍ତି ନା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୂର୍ବ ଜାଗାରେ ରହିପାରୁଛନ୍ତି ।

ପୁରୀ ବାସେଳିସାହିର ନିବେଦିତା ମିଶ୍ର। ଲୋକନାଥ ରୋଡ୍ ସ୍ଥିତ ମଙ୍ଗଳାଘାଟ ମୌଜାରେ ନିବେଦିତାଙ୍କୁ ହଜାରେ ବର୍ଗ ଫୁଟ୍ ଲେଖାଏଁ ଜାଗା ଦେଇଛି ଜିଲ୍ଲା ପ୍ରଶାସନ। ଏପରିକି ବିକ୍ରି କବଲା ସହ ପଟ୍ଟା ବି ଦିଆଯାଇଛି। ହେଲେ ଏମାନଙ୍କ ଅଭିଯୋଗ, ତାହା ଏକ ବିବାଦୀୟ ଜାଗା । ଜଣେ ବ୍ୟକ୍ତି ସେହି ଜାଗାକୁ ନିଜର ବୋଲି ଦାବି କରିବା ସହ ଘର କରିବାକୁ ମନା କରୁଛନ୍ତି । ଏପଟେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ଭିଟାମାଟି ଛାଡ଼ିବାକୁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ।

ଶ୍ରୀମନ୍ଦିର ପାଚେରୀଠୁ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ କରିଡ଼ର ନିର୍ମାଣ ପାଇଁ ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୨ରେ ଘୋଷଣା କରିଥିଲେ ମେଗା ଥଇଥାନ ପ୍ୟାକେଜ । ଅଧିଗୃହିତ ଅଞ୍ଚଳରେ ଥିବା ବାସଘର ପାଇଁ ପୁନର୍ବାସ ଯୋଜନାରେ ୩ଟି ଇଚ୍ଛାଧୀନ ସହାୟତା ଯଥା ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା କିମ୍ବା ଶ୍ରୀମନ୍ଦିରର ଦେଢ଼କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର କିମ୍ବା ମନ୍ଦିରର ୨ କିମି ଭିତରେ ୪୦x୨୫ ଫୁଟ୍ର ଜାଗା ଦେବାକୁ ଘୋଷଣା କରିଥିଲେ।

ସେହି ଅନୁଯାୟୀ, ବାସେଳିସାହିର ଏହି ୭ ଜଣ ଶ୍ରୀମନ୍ଦିରର ୨ କିମି ଭିତରେ ହଜାରେ ବର୍ଗଫୁଟ୍ ଲେଖାଏଁ ଜାଗା ନେବା ପାଇଁ ରାଜି ହୋଇଥିଲେ । ଏହାପରେ ମଙ୍ଗଳାଘାଟ ମୌଜାରେ  ସେମାନଙ୍କୁ ଜାଗା ଦେଇଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ ତାହା ଏକ ବିବାଦୀୟ ଜାଗା ବୋଲି ଏବେ ଲୋକଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ସରକାରଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ । ତେବେ ପୁରୀ ଉପଜିଲ୍ଲାପାଳ କହିଛନ୍ତି ସେମାନଙ୍କ ନାଁରେ ଜମି ରେକର୍ଡ଼ କରାଯାଇଛି । ଯଦି କିଛି ଅସୁବିଧା ହେଉଛି, ତେବେ ପ୍ରଶାସନ ଓ ପୁଲିସକୁ ଜଣାନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story