କାକଟପୁରରୁ ଗିରଫ ହେଲେ ଉତ୍ତରପ୍ରଦେଶର ଅନ୍‌ଲାଇନ୍‌ ଠକ

ପୁରୀ(ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଅନଲାଇନ୍ ଠକ ମନୋଜ ବଞ୍ଜାରାକୁ ପୁରୀ  ଜିଲ୍ଲା କାକଟପୁରରୁ ଗତକାଲି ଗିରଫ କରାଯାଇଛି। ମନୋଜ ଅନଲାଇନରେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଇ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିଲା। ୨୦୧୭ ମସିହାରେ ଭୋପାଳ କ୍ରାଇମ ଥାନାରେ ଅଭିଯୋଗ ଆସିବା ପରେ ମନୋଜ ଫେରାର ହୋଇ ଓଡ଼ିଶା ଚାଲି ଆସିଥିଲା। ସେ କାକଟପୁରରେ ରହି ବ୍ୟବସାୟ କରୁଥିବା ସୂଚନା ପାଇ ଭୋପାଳର ୩ ଜଣିଆ ପୋଲିସ ଟିମ୍ ଗତକାଲି ଚଢ଼ାଇ କରି ତାକୁ […]

455

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 12:40 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଅନଲାଇନ୍ ଠକ ମନୋଜ ବଞ୍ଜାରାକୁ ପୁରୀ  ଜିଲ୍ଲା କାକଟପୁରରୁ ଗତକାଲି ଗିରଫ କରାଯାଇଛି। ମନୋଜ ଅନଲାଇନରେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଇ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିଲା।

୨୦୧୭ ମସିହାରେ ଭୋପାଳ କ୍ରାଇମ ଥାନାରେ ଅଭିଯୋଗ ଆସିବା ପରେ ମନୋଜ ଫେରାର ହୋଇ ଓଡ଼ିଶା ଚାଲି ଆସିଥିଲା। ସେ କାକଟପୁରରେ ରହି ବ୍ୟବସାୟ କରୁଥିବା ସୂଚନା ପାଇ ଭୋପାଳର ୩ ଜଣିଆ ପୋଲିସ ଟିମ୍ ଗତକାଲି ଚଢ଼ାଇ କରି ତାକୁ ଗିରଫ କରିଥିଲା।

Related story