ପୁଲିସ ହେପାଜତରେ ମୃତ୍ୟୁ ମାମଲା, ରାତି ଅଧିଆ ପରିବାର ଲୋକଙ୍କୁ ଉଠାଇନେଲା ପୁଲିସ୍

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ପୁଲିସ ହେପାଜତରେ ପୁରୀର କେ.ରମେଶ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ମୃତକଙ୍କ ପରିବାର ଲୋକଙ୍କୁ ରାତିଅଧିଆ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମୃତ ରମେଶଙ୍କ ବାପା, ମାଆ ଓ ଦାଦାକୁ ଗତ ବିଳମ୍ବିତ ରାତିରୁ ପୁଲିସ ଉଠାଇନେଇଛି। ଏଯାଏଁ ପୁଲିସ ସେମାନଙ୍କୁ ଛାଡ଼ିନଥିବାରୁ ରମେଶଙ୍କ ଘରେ କାନ୍ଦ ବୋବାଳି ପଡିଛି। ତେବେ କାହିଁକି ପୁଲିସ ସେମାନଙ୍କୁ ଏଯାଏଁ ଛାଡୁନି? ଏହା ପଛରେ […]

puri police custody death

puri police custody death

Jitendra Garnayak
  • Published: Friday, 20 November 2020
  • Updated: 20 November 2020, 03:34 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ପୁଲିସ ହେପାଜତରେ ପୁରୀର କେ.ରମେଶ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ମୃତକଙ୍କ ପରିବାର ଲୋକଙ୍କୁ ରାତିଅଧିଆ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମୃତ ରମେଶଙ୍କ ବାପା, ମାଆ ଓ ଦାଦାକୁ ଗତ ବିଳମ୍ବିତ ରାତିରୁ ପୁଲିସ ଉଠାଇନେଇଛି। ଏଯାଏଁ ପୁଲିସ ସେମାନଙ୍କୁ ଛାଡ଼ିନଥିବାରୁ ରମେଶଙ୍କ ଘରେ କାନ୍ଦ ବୋବାଳି ପଡିଛି।

ତେବେ କାହିଁକି ପୁଲିସ ସେମାନଙ୍କୁ ଏଯାଏଁ ଛାଡୁନି? ଏହା ପଛରେ କ’ଣ କାରଣ ରହିଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଏଥିସହ ରମେଶଙ୍କ ମୃତଦେହକୁ କାହିଁକି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଗଲା ନାହିଁ ଏବଂ ଘର ଲୋକଙ୍କୁ ନଜଣାଇ କାହିଁକି ପୁଲିସ୍ ଅନ୍ତିମ ସଂସ୍କାର କଲା। ସେନେଇ ମଧ୍ୟ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ଜାତୀୟ ମାନବାଧିକାର ଫ୍ରଣ୍ଟ୍‌ର ସଦସ୍ୟମାନେ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଦାବି କରିଛନ୍ତି।

ଗତକାଲି ପୁଲିସ୍‌ର ଥାର୍ଡ ଡିଗ୍ରୀ ଯୋଗୁଁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପରେ ଏହି କଥାକୁ ଖଣ୍ଡନ କରିଥିଲେ ପୁରୀ ଏସ୍‌ପି। ପୁଲିସ ହେପାଜତରେ ତା’ର ମୃତ୍ୟୁ ହୋଇଥିବା ନେଇ ସେ ସ୍ପଷ୍ଟ କରିଥିଲେ। NHRC ଗାଇଡ୍‌ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ ବୋଲି ମଧ୍ୟ କୁହାଯାଇଥିଲା। ପରେ ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହଇଥିଲା। ଜଣେ ସିଟିଂ ଜଜ୍ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story