ପୁରୀରେ ପୁଣି ୧୬ ହୋଟେଲ୍‌ ସିଲ୍‌

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ସହଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଜି ପୁଣି ୧୬ଟି ହୋଟେଲ ସିଲ୍‌ କରିଛି। ଚକ୍ରତୀର୍ଥ ରୋଡ୍‌ ଓ ସମୁଦ୍ର କୂଳରେ ଥିବା ଏହି ହୋଟେଲକୁ ପ୍ରଦୂଷଣ ବିଭାଗର ୩ଟି ଟିମ୍‌ ସିଲ୍‌ କରିଛି। ପୂର୍ବରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ୨୦ଟି ହୋଟେଲ୍‌ ସିଲ୍‌ କରିଥିଲା। ପୁରୀରେ ମୋଟ ୪୦ଟି ହୋଟେଲ୍‌କୁ କ୍ଲୋଜର୍‌ ନୋଟିସ୍‌ ଦିଆଯାଇଛି।

hotel

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 01:56 PM IST

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ସହଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଜି ପୁଣି ୧୬ଟି ହୋଟେଲ ସିଲ୍‌ କରିଛି। ଚକ୍ରତୀର୍ଥ ରୋଡ୍‌ ଓ ସମୁଦ୍ର କୂଳରେ ଥିବା ଏହି ହୋଟେଲକୁ ପ୍ରଦୂଷଣ ବିଭାଗର ୩ଟି ଟିମ୍‌ ସିଲ୍‌ କରିଛି।

ପୂର୍ବରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ୨୦ଟି ହୋଟେଲ୍‌ ସିଲ୍‌ କରିଥିଲା। ପୁରୀରେ ମୋଟ ୪୦ଟି ହୋଟେଲ୍‌କୁ କ୍ଲୋଜର୍‌ ନୋଟିସ୍‌ ଦିଆଯାଇଛି।

Related story