ପୁରୀକୁ ଜଗିବ ୧୬୫ଟି ସିସି କ୍ୟାମେରା

ପୁରୀ:ନବକଳେବର ବର୍ଷର ରଥଯାତ୍ରାରେ ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ପୁରା ସହର ଉପରେ ନଜର ରଖିଛି ୧୬୫ଟି ସିସି କ୍ୟାମେରା। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ଜରିଆରେ ପୁରା ସହରର ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାର ତଦାରଖ କରାଯାଉଛି।  

puri

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 02:36 PM IST

Related story