ପୁରୀ: ସେବାୟତଙ୍କୁ ପିଟିଲେ ବିଦେଶୀ ଭକ୍ତ

ପୁରୀ: ଶ୍ରୀମନ୍ଦିର ଅରୁଣସ୍ତମ୍ଭ ନିକଟରେ ଜଣେ ସେବାୟତଙ୍କୁ ଜଣେ ବିଦେଶୀ ଭକ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ଭକ୍ତ ଜଣଙ୍କ ଜର୍ମାନର ନାଗରିକ। ଆଜି ସେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଅଟକାଇ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଉକ୍ତ ସେବାୟତଙ୍କୁ ମାଡ଼ ମାରିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ବିଦେଶୀ ଭକ୍ତଙ୍କ ପକ୍ଷରୁ ମଧ୍ୟ ଥାନାରେ ସେବାୟତଙ୍କ […]

foreigner

Rakesh Mallick
  • Published: Sunday, 26 February 2017
  • , Updated: 26 February 2017, 09:42 PM IST

ପୁରୀ: ଶ୍ରୀମନ୍ଦିର ଅରୁଣସ୍ତମ୍ଭ ନିକଟରେ ଜଣେ ସେବାୟତଙ୍କୁ ଜଣେ ବିଦେଶୀ ଭକ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ଭକ୍ତ ଜଣଙ୍କ ଜର୍ମାନର ନାଗରିକ। ଆଜି ସେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଅଟକାଇ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଉକ୍ତ ସେବାୟତଙ୍କୁ ମାଡ଼ ମାରିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ବିଦେଶୀ ଭକ୍ତଙ୍କ ପକ୍ଷରୁ ମଧ୍ୟ ଥାନାରେ ସେବାୟତଙ୍କ ନାଁରେ ପାଲଟା ଅଭିଯୋଗ କରାଯାଇଛି।

Related story