ଦ୍ୱିତୀୟ ଦିନରେ ସୁଦର୍ଶନଙ୍କ ଧାରଣା

ପୁରୀ:  ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛି। ବାଙ୍କୀ ମୁହାଣ ସଫେଇ ଦାବିରେ ଅନଶନ କରୁଛନ୍ତି ସୁଦର୍ଶନ। ସ୍ୱଚ୍ଛ ବାଙ୍କୀ ମୁହାଣ ବିଚ୍ ନାଁରେ ସ୍ୟାଣ୍ଡ ଆର୍ଟ କରି ସୁଦର୍ଶନ ନିଜ ପ୍ରତିବାଦ ଜଣାଇଛନ୍ତି। ବାଙ୍କୀ ମୁହାଣ ସଫେଇ କରିବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ସେ କହିଛନ୍ତି। ସଫେଇ ନହେବା ଯାଏଁ  ଧାରଣାରୁ ଉଠିବେ ନାହିଁ ବୋଲି ସୁଦର୍ଶନ […]

sudarshan pattanaik..

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 12:49 PM IST

ପୁରୀ:  ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛି। ବାଙ୍କୀ ମୁହାଣ ସଫେଇ ଦାବିରେ ଅନଶନ କରୁଛନ୍ତି ସୁଦର୍ଶନ।

ସ୍ୱଚ୍ଛ ବାଙ୍କୀ ମୁହାଣ ବିଚ୍ ନାଁରେ ସ୍ୟାଣ୍ଡ ଆର୍ଟ କରି ସୁଦର୍ଶନ ନିଜ ପ୍ରତିବାଦ ଜଣାଇଛନ୍ତି। ବାଙ୍କୀ ମୁହାଣ ସଫେଇ କରିବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ସେ କହିଛନ୍ତି। ସଫେଇ ନହେବା ଯାଏଁ  ଧାରଣାରୁ ଉଠିବେ ନାହିଁ ବୋଲି ସୁଦର୍ଶନ ଚେତାବନୀ ଦେଇଛନ୍ତି।

Related story