ଏକାଧିକ ସେବାୟତଙ୍କୁ ନୋଟିସ୍ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି। ଅନ୍ୟପକ୍ଷରେ ସ୍ନାନମଣ୍ଡପକୁ ଯିବା କଥା ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଏ। ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ […]

mla

mla

Jitendra Garnayak
  • Published: Monday, 24 June 2019
  • Updated: 24 June 2019, 09:08 AM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି।

ଅନ୍ୟପକ୍ଷରେ ସ୍ନାନମଣ୍ଡପକୁ ଯିବା କଥା ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଏ। ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ କରେ। ଏଥର ସ୍ନାନଯାତ୍ରାରେ ମୁଁ ଦିଅଁକୁ ଯାଇ ମୁଣ୍ଡିଆ ମାରିଲି, ମୁଁ କ’ଣ ଦିଅଁକୁ ଛୁଇଁଛି ନା, ଦିଅଁଙ୍କ ପାଖକୁ ଯାଇଛି। ମୁଁ ପାହାଚରେ ମୁଣ୍ଡିଆ ମାରିକି ଆସିଛି।”

ସେ ଆହୁରି କହିଛନ୍ତି,“ଯଦି ସ୍ନାନ ବେଦୀକୁ ଯିବା ମନା, ତା’ହେଲେ ମନ୍ଦିର ପ୍ରଶାସନ ଓ ସେବାୟତ ମତେ ମନା କରିପାରିଥାନ୍ତେ। ଆମେ ଅଜ୍ଞାତ ଲୋକ, କେମିତି ଜାଣିବୁ । ଆମେ କ’ଣ ଭଗବାନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story