୩୪ ସେବାୟତଙ୍କୁ ନୋଟିସ୍‌ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ (ମଧୁସୂଦନ ମିଶ୍ର): ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ୩୪ ଜଣ ସେବାୟତଙ୍କୁ ନୋଟିସ୍ ପଠାଯାଇଛି।  ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ପୁଲିସ୍ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ସେବାୟତ ଭବାନୀ […]

puri34

puri34

Tapaswini Nayak
  • Published: Wednesday, 16 January 2019
  • Updated: 16 January 2019, 12:25 PM IST

Sports

Latest News

ପୁରୀ (ମଧୁସୂଦନ ମିଶ୍ର): ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ୩୪ ଜଣ ସେବାୟତଙ୍କୁ ନୋଟିସ୍ ପଠାଯାଇଛି।  ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ପୁଲିସ୍ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ସେବାୟତ ଭବାନୀ ଶଙ୍କର ମହାପାତ୍ର ଆହତ ହୋଇଥିଲେ। ତାଙ୍କୁ ପୁଲିସ୍ କର୍ମଚାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସେବାୟତମାନେ ତା’ ପରଦିନ ଅର୍ଥାତ୍ ୨୮ ତାରିଖରେ ଶ୍ରୀଜିଉଙ୍କ ନୀତିକାନ୍ତ ବନ୍ଦ କରି ଦେଇଥିଲେ। ଫଳରେ ମହାପ୍ରଭୁ ୧୦ଘଣ୍ଟାରୁ ଅଧିକ ସମୟ ଉପାସ ରହିଥିଲେ। ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦର୍ଶନ କରିପାରି ନ ଥିଲେ। ଏହାକୁ ନେଇ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଭକ୍ତମାନେ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିଲେ।

ପରେ ସ୍ଥିତି ସୁଧୁରି ଥିଲା। ଅପରାହ୍ନ ୪ଟା ପରେ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିଲା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story