ବିଧାୟକଙ୍କୁ ସ୍ନାନବେଦୀକୁ ନେଇ ଦୁଇ ସେବାୟତ ନିଲମ୍ବିତ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀକୁ ନେଇ ଶ୍ରୀଜିଉଙ୍କୁ ଦର୍ଶନ କରାଇବା ଘଟଣାରେ ଶ୍ରୀ ମନ୍ଦିର ପ୍ରଶାସନ ଦୁଇ ଜଣ ସେବାୟତଙ୍କୁ ନିଲମ୍ବନ କରିଛନ୍ତି। ଏହି ଦୁଇ ସେବାୟତ ହେଉଛନ୍ତି- ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ଦୁଇ ସେବାୟତଙ୍କ ସହିତ ବିଧାୟକଙ୍କୁ […]

pratap

pratap

Jitendra Garnayak
  • Published: Monday, 24 June 2019
  • Updated: 24 June 2019, 01:16 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀକୁ ନେଇ ଶ୍ରୀଜିଉଙ୍କୁ ଦର୍ଶନ କରାଇବା ଘଟଣାରେ ଶ୍ରୀ ମନ୍ଦିର ପ୍ରଶାସନ ଦୁଇ ଜଣ ସେବାୟତଙ୍କୁ ନିଲମ୍ବନ କରିଛନ୍ତି। ଏହି ଦୁଇ ସେବାୟତ ହେଉଛନ୍ତି- ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ।

ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ଦୁଇ ସେବାୟତଙ୍କ ସହିତ ବିଧାୟକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।

ଦୁଇ ସେବାୟତଙ୍କ ନିଲମ୍ବନ ପରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ଆମକୁ ମିଳି ପାରି ନଥିବା ବେଳେ ଆଜି ସକାଳେ ସେ କହିଥିଲେ,“ଏହା ଫାଲତୁ କଥା। ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଏ। ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ କରେ। ଏଥର ସ୍ନାନଯାତ୍ରାରେ ମୁଁ ଦିଅଁକୁ ଯାଇ ମୁଣ୍ଡିଆ ମାରିଲି, ମୁଁ କ’ଣ ଦିଅଁକୁ ଛୁଇଁଛି ନା, ଦିଅଁଙ୍କ ପାଖକୁ ଯାଇଛି। ମୁଁ ପାହାଚରେ ମୁଣ୍ଡିଆ ମାରିକି ଆସିଛି।”

ସେ ଆହୁରି କହିଛନ୍ତି,“ଯଦି ସ୍ନାନ ବେଦୀକୁ ଯିବା ମନା, ତା’ହେଲେ ମନ୍ଦିର ପ୍ରଶାସନ ଓ ସେବାୟତ ମତେ ମନା କରିପାରିଥାନ୍ତେ। ଆମେ ଅଜ୍ଞାତ ଲୋକ, କେମିତି ଜାଣିବୁ । ଆମେ କ’ଣ ଭଗବାନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story