ଦିନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ସୁରକ୍ଷା ନୀତି ଆରମ୍ଭ କରାଯାଇଛି। ଏହା ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବ। ସ୍ନାନ ବେଦୀରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦେବସ୍ନାନ ପୂର୍ଣ୍ଣମୀରେ ଠାକୁରମାନେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ […]

puri1

puri1

Jitendra Garnayak
  • Published: Sunday, 16 June 2019
  • Updated: 16 June 2019, 11:39 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ସୁରକ୍ଷା ନୀତି ଆରମ୍ଭ କରାଯାଇଛି। ଏହା ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି।

ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବ। ସ୍ନାନ ବେଦୀରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦେବସ୍ନାନ ପୂର୍ଣ୍ଣମୀରେ ଠାକୁରମାନେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ହେବେ। ଏହି ସମୟରେ ଠାକୁରଙ୍କ ଜ୍ୱର ଉପଶମ ଲାଗି ନୀତିକାନ୍ତିରେ ଲାଗିବେ ଦଇତାପତି ସେବାୟତ। ଜ୍ୱର ଭଲ ହେବା ପରେ ନବଯୌବନ ଦର୍ଶନ ଦେଇ ପରଦିନ ଚତୁର୍ଦ୍ଧାମୂର୍ତ୍ତି ଘୋଷଯାତ୍ରାରେ ବାହାରିବେ। ଏବେ ରଥଖଳାରେ ରଥକାମ ମଧ୍ୟ ଦୃତଗତିରେ ଆଗେଇ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story