ପୁରୀ: ଡଙ୍ଗା ଓଲଟି ଜଣେ ମତ୍ସଜୀବୀ ମୃତ

ପୁରୀ: ପୁରୀରେ ଡଙ୍ଗା ଓଲଟି ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ପେଣ୍ଠକଟା ଠାରେ ଘଟିଛି ଏହି ଅଘଟଣ। ଆଜି ସକାଳେ ତିନି ଜଣ ମତ୍ସଜୀବୀ ଏକ ଡଙ୍ଗ। ଧରି ସମୁଦ୍ର ଭିତରକୁ ଯାଇଥିଲେ। ତେବେ ଢେଉ ମାଡ଼ରେ ଡଙ୍ଗାଟି ଓଲଟି ଯାଇଥିଲା। ଡଙ୍ଗା ରେ ଥିବା ମେସିନଟି କଉଡ଼ି ଶ୍ରୀନୁ ନାମକ ମତ୍ସଜୀବୀଙ୍କ ଛାତିରେ ମାଡ଼ ହୋଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଦୁଇ ଜଣ ମତ୍ସଜୀବୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

puri

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 07:47 AM IST

Related story