ଭତ୍ତା ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ବଂଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନର ନିଶ୍ଚତ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ୭୫ତମ ସ୍ୱାଧିନତା ଦିବସ ସମାରୋହ ଓ ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ […]

Naveen

Naveen

Ordigital Desk
  • Published: Thursday, 04 August 2022
  • Updated: 04 August 2022, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ବଂଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନର ନିଶ୍ଚତ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ୭୫ତମ ସ୍ୱାଧିନତା ଦିବସ ସମାରୋହ ଓ ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ କରୁଥିବାରୁ ଚଳିତମାସ ଐତିହାସିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ଦିବସ ସହ ଜନସେବା ଦିବସ ଥିବାରୁ ସମାଜର ଅଭାବୀ(ଆବଶ୍ୟକତା) ବର୍ଗଙ୍କୁ ସାମାଜିକ ସୁରକ୍ଷା ପେନସନ୍ ଯୋଗାଇବାର ଏକ ସୁନ୍ଦର ସୁଯୋଗ ମିଳିଛି ।

ତେଣୁ ଏହି ଦିନ ସମସ୍ତ ପଂଚାୟତ, ଗାଁ, ୱାର୍ଡ ଅଫିସରେ ଯେଭଳି ନିଶ୍ଚତ ଭାବେ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଭତ୍ତା ବଣ୍ଟନ କରିବାକୁ କୁହାଯାଇଛି । ଏପରିକି ବୃଦ୍ଧ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଏହି ଭତ୍ତା ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଭତ୍ତା ଯେଭଳି ଉକ୍ତ ଦିନ ସମସ୍ତଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ କୁହାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନରକୁ ଭତ୍ତା ବଂଟନ ସ୍ଥଳୀରେ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟାନରରେ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ମଧ୍ୟ ରଖିବାକୁ କୁହାଯାଇଛି । ଯେଉଁମାନେ ନୂଆ କରି ହିତାଧିକାରୀ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଦିନ ଭତ୍ତା ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ବଂଟାର ଭଲ ଫଟୋ ବିଭାଗର ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପ୍ରାୟ ୪୯ଲକ୍ଷ ହିତାଧିକାରୀ ଉଭୟ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମର ମାସିକ ଭତ୍ତା ପାଉଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୨୮.୩୮ଲକ୍ଷ ହେବ ଓ ସେମାନଙ୍କ ମଧ୍ୟରୁ ମାତ୍ର ୩.୭୮ଲକ୍ଷ ହିତାଧିକାରୀ ଅନଲାଇନରେ ନିଜର ଭତ୍ତା ପାଉଥିବାବେଳେ ଅନ୍ୟମାନେ ନଗଦ ଆକାରରେ ଏହି ଭତ୍ତା ନେଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story