ପ୍ୟାରୀଙ୍କୁ ଭେଟିଲେ ପ୍ରସାଦ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାକ୍ଷାତ କରିଥିଲେ। ଉଭୟ ପୃଥକ ପୃଥକ ସମୟରେ ତାଙ୍କୁ ସାକ୍ଷାତ କରିଥିଲେ। ତେବେ ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ପ୍ୟାରୀ। ସେ କହିଛନ୍ତି,“ମୋ ଦେହ ଅସୁସ୍ଥ ଅଛି। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୋତେ ସାକ୍ଷାତ […]

pyari

Rakesh Mallick
  • Published: Friday, 01 April 2016
  • , Updated: 02 April 2016, 01:42 PM IST

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାକ୍ଷାତ କରିଥିଲେ। ଉଭୟ ପୃଥକ ପୃଥକ ସମୟରେ ତାଙ୍କୁ ସାକ୍ଷାତ କରିଥିଲେ। ତେବେ ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ପ୍ୟାରୀ।

ସେ କହିଛନ୍ତି,“ମୋ ଦେହ ଅସୁସ୍ଥ ଅଛି। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୋତେ ସାକ୍ଷାତ କରିବାକୁ ଆସିଥିଲେ। ଏ ସାକ୍ଷାତକାର ସଂପୂର୍ଣ୍ଣ ଭାବେ ସୌଜନ୍ୟମୂଳକ ଥିଲା।”

Related story