ଟାର୍ଗେଟକୁ ଧ୍ୱଂସ କଲା QR-SAM ମିସାଇଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ପାଇଲଟ୍‌ ବିହୀନ ଯୁଦ୍ଧ ବିମାନ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଛି। ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି। QR-SAM […]

drdo

drdo

Manoranjan Sial
  • Published: Friday, 13 November 2020
  • Updated: 13 November 2020, 09:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ପାଇଲଟ୍‌ ବିହୀନ ଯୁଦ୍ଧ ବିମାନ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଛି। ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି।

QR-SAM ମିସାଇଲ୍‌ରେ ବ୍ୟାଟେରୀ ଚାଳିତ ରାଡାର୍‌, ବ୍ୟାଟେରୀ ଚାଳିତ ସର୍ଭେଲାନ୍ସ ରାଡାର, ମୋବାଇଲ ଲଞ୍ଚର ଭଳି ସୁବିଧା ରହିଛି। ଏହା ଉଡାଣ ସମୟରେ ଶତ୍ରୁ ପକ୍ଷକୁ ଚିହ୍ନଟ କରିବା ସହ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଟାର୍ଗେଟକୁ ହିଟ୍‌ କରିପାରିବ।

ଇସ୍ରାଏଲ୍ ସହ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ୯ କିଲୋମିଟର ଉଚ୍ଚତାକୁ ଯିବା ପରେ ଶତ୍ରୁ ପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଆଦିକୁ ଟାର୍ଗେଟ୍ କରିପାରିବ। ୨୦୧୭ ଜୁନରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ଚାନ୍ଦିପୁରରେ ଆଜିର ପରୀକ୍ଷଣ ବେଳେ ଆଇ.ଟି.ଆର୍ ଓ ଡି.ଆର.ଡି.ଓ.ର ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story