5-T କାର୍ଯ୍ୟକାରୀ କରିବାକୁ ପ୍ରତି ଓ୍ୱାର୍ଡରେ ରହିବେ ଓ୍ୱାର୍ଡ ଅଫିସର: କେଁ ବାହାର କରି ବର୍ଷିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକାରୀ କରିବାକୁ ଏଣିକି ପ୍ରତି ପୌରସଂସ୍ଥାର ଓ୍ୱାର୍ଡଗୁଡ଼ିକରେ ରହିବେ ଓ୍ୱାର୍ଡ ଅଫିସର। ସହରୀ ଲୋକଙ୍କ ଅଭିଯୋଗ ଶୁଣିବାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସେବା ହାତ ପାଆନ୍ତାରେ ପହଞ୍ଚାଇବା ପାଇଁ ଏମାନେ ଦାୟିତ୍ୱ ତୁଲାଇବେ । ତେବେ ସରକାରଙ୍କ ଏ ନୂଆ ପଦକ୍ଷେପ ଭିତରେ କେଁ ବାହାର କରିଛନ୍ତି ବିରୋଧୀ । ଆଗକୁ ପୌର ନିର୍ବାଚନ ଥିବାରୁ ବିଜୁ ଯୁବ ବାହିନୀ ପରି ସରକାରୀ ଅର୍ଥରେ ଦଳର ପ୍ରଚାର ପାଇଁ ଯୋଜନା […]

B-98

B-98

Tapas Behera
  • Published: Saturday, 24 August 2019
  • Updated: 24 August 2019, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକାରୀ କରିବାକୁ ଏଣିକି ପ୍ରତି ପୌରସଂସ୍ଥାର ଓ୍ୱାର୍ଡଗୁଡ଼ିକରେ ରହିବେ ଓ୍ୱାର୍ଡ ଅଫିସର। ସହରୀ ଲୋକଙ୍କ ଅଭିଯୋଗ ଶୁଣିବାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସେବା ହାତ ପାଆନ୍ତାରେ ପହଞ୍ଚାଇବା ପାଇଁ ଏମାନେ ଦାୟିତ୍ୱ ତୁଲାଇବେ । ତେବେ ସରକାରଙ୍କ ଏ ନୂଆ ପଦକ୍ଷେପ ଭିତରେ କେଁ ବାହାର କରିଛନ୍ତି ବିରୋଧୀ । ଆଗକୁ ପୌର ନିର୍ବାଚନ ଥିବାରୁ ବିଜୁ ଯୁବ ବାହିନୀ ପରି ସରକାରୀ ଅର୍ଥରେ ଦଳର ପ୍ରଚାର ପାଇଁ ଯୋଜନା ହୋଇଛି ବୋଲି ଅଭିଯୋଗ ଆଣିଛି ବିଜେପି।

ସେପ୍ଟେମ୍ବର ୧ରୁ ଏହି ଓ୍ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ନଗର ଉନ୍ନୟନ ବିଭାଗର ସଚିବ ସବୁ ମହାନଗର ନିଗମର କମିଶନର ଓ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ସହ ଲୋକଙ୍କ ଅଭିଯୋଗକୁ ବି ଶୁଣିବେ ଓ୍ୱାର୍ଡ ଅଫିସର। ପ୍ରତି ଓ୍ୱାର୍ଡରେ ସକାଳ ୧୦ ଟାରୁ ୧୨ ଟା ଯାଏଁ ଖୋଲିବ ଓ୍ୱାର୍ଡ ଅଫିସ୍ । ପ୍ରତି ଓ୍ୱାର୍ଡରେ  ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି, ଷ୍ଟ୍ରିଟ୍ ଲାଇଟ ପରି କିଛି ଅତ୍ୟାବଶ୍ୟକ ସେବା ପାଇଁ କିଛି ଅଧିକାରୀଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ବି ଗଠନ ହେବ।

ଏପଟେ କିନ୍ତୁ ଓ୍ୱାର୍ଡ ଅଫିସର ନିଯୁକ୍ତି ପଛରେ ରାଜନୈତିକ ଫାଇଦାର ଚକ୍ରାନ୍ତ  ଦେଖୁଛନ୍ତି ବିରୋଧୀ। ବିଜୁ ଯୁବ ବାହିନୀ ପରି ସରକାରୀ ଅର୍ଥରେ ସରକାର ପୌର ନିର୍ବାଚନ ପୂର୍ବରୁ ନିଜ ପ୍ରଚାର ପାଇଁ କର୍ମଚାରୀଙ୍କୁ ଲଗାଇବାକୁ ଯୋଜନା କରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ବିଜେପି ନେତା ପ୍ରଦୀପ ପୁରହିତ କହିଛନ୍ତି ଯେ, ଏନ୍‌ଏସି ଓ ମୁନ୍‌ସିପାଲଟି ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନୀ ଢାଞ୍ଚାରେ ୱାର୍ଡ଼ ଅଫିସର ନିଯୁକ୍ତ କରି ସେମାନଙ୍କୁ ନିର୍ବାଚନରେ ନିୟୋଜିତ କରିବେ। ଏହ ଏକ ପୌର ନିର୍ବାଚନ ଜିତିବାର ସରକାରଙ୍କ ରଣ କୌଶଳ ବୋଲି ସେ କହିଛନ୍ତି। ଜବାବରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବିରୋଧୀ ସବୁବେଳେ ସମାଲୋଚନା କଥା କହିବେ। ସେମାନେ କେବେ ପ୍ରଶଂସା କରିବେ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story