ମହାନଦୀ ଶଯ୍ୟାରେ ଏସ୍‌ସିବି ପ୍ରକଳ୍ପକୁ ନେଇ ପ୍ରଶ୍ନ

କଟକ(ଓଡ଼ିଶା ରିପୋର୍ଟର): ମହାନଦୀ ଶଯ୍ୟାକୁ ପୋତି ଏସ୍‌ସିବି ମେଡିକାଲ କଲେଜର ନବକଳେବର ଯୋଜନା ଏବଂ ବର୍ଫି ଭଳି ପ୍ରକଳ୍ପକୁ ନେଇ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ନଦୀ ଶଯ୍ୟାକୁ ପୋତି ନଈକୂଳରେ ଏତେସବୁ ନିର୍ମାଣକୁ ମିଳିବ ତ ଏନ୍‌ଜିଟି ଅନୁମତି ? କାରଣ ପୂର୍ବରୁ ସେହି ମହାନଦୀ ଶଯ୍ୟାରେ ହନୁମାନ ମନ୍ଦିର ନିର୍ମାଣକୁ ପୂର୍ବରୁ ଏନଜିଟି ବେଆଇନ୍ ଦର୍ଶାଇ ସାରିଛନ୍ତି । ତେଣୁ ପ୍ରସ୍ତାବିତ ପ୍ରକଳ୍ପ ଏନଜିଟି ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏନ୍‌ଜିଟିର ଦ୍ୱାରସ୍ଥ […]

u90

u90

Tapas Behera
  • Published: Monday, 11 January 2021
  • Updated: 11 January 2021, 09:00 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମହାନଦୀ ଶଯ୍ୟାକୁ ପୋତି ଏସ୍‌ସିବି ମେଡିକାଲ କଲେଜର ନବକଳେବର ଯୋଜନା ଏବଂ ବର୍ଫି ଭଳି ପ୍ରକଳ୍ପକୁ ନେଇ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ନଦୀ ଶଯ୍ୟାକୁ ପୋତି ନଈକୂଳରେ ଏତେସବୁ ନିର୍ମାଣକୁ ମିଳିବ ତ ଏନ୍‌ଜିଟି ଅନୁମତି ? କାରଣ ପୂର୍ବରୁ ସେହି ମହାନଦୀ ଶଯ୍ୟାରେ ହନୁମାନ ମନ୍ଦିର ନିର୍ମାଣକୁ ପୂର୍ବରୁ ଏନଜିଟି ବେଆଇନ୍ ଦର୍ଶାଇ ସାରିଛନ୍ତି । ତେଣୁ ପ୍ରସ୍ତାବିତ ପ୍ରକଳ୍ପ ଏନଜିଟି ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଛନ୍ତି ପରିବେଶବିତ୍।

୧୭୫ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କାମକୁ ୨୦୨୪ ସୁଦ୍ଧା ସାରିବାର ଟାର୍ଗେଟ୍ ରହିଛି । ସେଇଥିପାଇଁ ମହାନଦୀ କୂଳରେ ଦ୍ରୁତଗତିରେ ପ୍ରସ୍ତୁତି ଚାଲିଛି ଭିତ୍ତିଭୂମି । ଖୋଳାଚାଲିଛି ମହାନଦୀ। ପୋତାଚାଲିଛି ମହାନଦୀର ବିସ୍ତୀର୍ଣ୍ଣ ଶଯ୍ୟା। ଏଥିସହ ବର୍ଫି ପ୍ରକଳ୍ପ ପାଇଁ ବି ବାଲିଯାତ୍ରା ପଡ଼ିଆ ଏବେ ପାଖାପାଖି ୬ ଫୁଟ ବାଲିରେ ପୋତି ହୋଇଗଲାଣି। ବାଲି ଭରା କାମ ସରିବା ଉପରେ। ହେଲେ ବିକାଶର ପରିକଳ୍ପିତ ହାଲୋଳି ଭିତରେ ୟାର ବିପରୀତ ଫଳକୁ ନେଇ ବି ଆଶଙ୍କା ବଢୁଛି । ନଦୀ ଶଯ୍ୟା ପୋତା ଯାଇ ସ୍ଥାୟୀ ନିର୍ମାଣ, କଟକ ସହରକୁ ବିପଦରେ ପକାଇବନି ତ ? ଏପଟେ କଟକ ସହର ପଟେ ଶଯ୍ୟା ପୋତାଯାଉଥିବାରୁ ଚୌଦ୍ୱାର ପଟକୁ ନଦୀ ଗତିପଥ ବଦଳିବା ଆଶଙ୍କାକୁ ନେଇ ଚିନ୍ତାରେ ଚୌଦ୍ୱାର ବାସିନ୍ଦା।

କେବଳ ଲୋକଙ୍କ ଆଶଙ୍କା ନୁହେଁ, ପରିବେଶବିତ୍ ମଧ୍ୟ ମହାନଦୀ ଶଯ୍ୟାରେ ଏଭଳି ସ୍ଥାୟୀ ନିର୍ମାଣକୁ ବିରୋଧ କରିବା ସହ ଏହା ଏନ୍‌ଜିଟିର ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା କହିଛନ୍ତି। ପୂର୍ବରୁ ଅନ୍ୟ ଏକ ପ୍ରସଙ୍ଗରେ ମହାନଦୀ ଶଯ୍ୟାରେ ମନ୍ଦିର ନିର୍ମାଣକୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍ ବେଆଇନ୍ ବୋଲି ଦର୍ଶାଇଥିଲେ । ଦିଲିପ କୁମାର ସାମନ୍ତରାୟ ବନାମ ରାଜ୍ୟ ସରକାରଙ୍କ ମାମଲାର ଏକ ଅର୍ଡର ଆସିଥିଲା। ଯେଉଁଥିରେ ଏନ୍‌ଜିଟି ମହାନଦୀ ଶଯ୍ୟାରେ ପଞ୍ଚମୁଖୀ ହନୁମାନ ମନ୍ଦିର ଟ୍ରଷ୍ଟ ଦ୍ୱାରା ନିର୍ମାଣ କାର୍ଯ୍ୟକୁ ବେଆଇନ୍  ବୋଲି କହିବା ସହ ଏଭଳି ନିର୍ମାଣକୁ ଅନୁମତି ଦିଆଯିବା ଉଚିତ ହେବନି ବୋଲି କହିଥିଲେ । ତେଣୁ ଏଭଳି ସ୍ଥିତିରେ ସେଇ ସମାନ ନଦୀ ଶଯ୍ୟାରେ ଏସ୍‌ସିବି କ୍ୟାମ୍ପସ୍ ଏବଂ ଅନ୍ୟ ପ୍ରକଳ୍ପ ପାଇଁ ଅନୁମତି କିଭଳି ମିଳିବ ତାକୁ ନେଇ ବି ପ୍ରଶ୍ନ ଉଠିଛି ହେଲେ ସ୍ଥାନୀୟ ସାଂସଦ କହିଛନ୍ତି ଯହା କିଛି ହେଉଛି ନିୟମ ଅନୁଯାୟୀ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story