‘କେବିସି’ରେ କୋରାପୁଟର ଏହି ବ୍ୟକ୍ତି ଜିତିଲେ ୨୫ ଲକ୍ଷ

କୋରାପୁଟ(ଓଡ଼ିଶା ରିପୋର୍ଟର): ଛୋଟ ପରଦାରେ ପ୍ରସାରିତ ହେଉଥିବା ରିଅଲିଟି ଶୋ’ ‘କୌନ୍ ବନେଗା କରୋଡପତି’ (କେବିସି)ରେ କୋରାପୁଟର ଜଣେ ପ୍ରତିଯୋଗୀ ୨୫ ଲକ୍ଷ ଟଙ୍କା ଜିତିଛନ୍ତି।। ତାଙ୍କ ନାଁ ଏନ୍‌.ରବି କୁମାର।। ସେ ଦାମନଯୋଡ଼ି ସ୍ଥିତ ‘ନାଲକୋ’ରେ କାର୍ଯ୍ୟ କରନ୍ତି। ଏନ୍‌.ରବି ଦାମନଯୋଡ଼ି ଫେରିବା ପରେ ତାଙ୍କ ଘରେ ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି। କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ସେ ‘କେବିସି’ରୁ ପୁରସ୍କୃତ ହୋଇଛନ୍ତି।

61

61

Jitendra Garnayak
  • Published: Sunday, 21 October 2018
  • Updated: 21 October 2018, 10:44 AM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଛୋଟ ପରଦାରେ ପ୍ରସାରିତ ହେଉଥିବା ରିଅଲିଟି ଶୋ’ ‘କୌନ୍ ବନେଗା କରୋଡପତି’ (କେବିସି)ରେ କୋରାପୁଟର ଜଣେ ପ୍ରତିଯୋଗୀ ୨୫ ଲକ୍ଷ ଟଙ୍କା ଜିତିଛନ୍ତି।। ତାଙ୍କ ନାଁ ଏନ୍‌.ରବି କୁମାର।। ସେ ଦାମନଯୋଡ଼ି ସ୍ଥିତ ‘ନାଲକୋ’ରେ କାର୍ଯ୍ୟ କରନ୍ତି।

ଏନ୍‌.ରବି ଦାମନଯୋଡ଼ି ଫେରିବା ପରେ ତାଙ୍କ ଘରେ ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି।

କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ସେ ‘କେବିସି’ରୁ ପୁରସ୍କୃତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos