ଭୁବନେଶ୍ୱର: ସ୍ୱେଚ୍ଛାସେବୀ ନଳୀନିପ୍ରଭା ଦାସଙ୍କ ମୃତ୍ୟୁ ତାଙ୍କ ଘରେ ହୋଇନାହିଁ। ବରଂ ଅନ୍ୟ ଏକ ସ୍ଥାନରେ ହୋଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ସେ ନେଇ ଖୋଲତାଡ଼ ଜାରି ରହିଛି। ଦିନକୁ ଦିନ ରହସ୍ୟମୟ ହେଉଛି ସ୍ୱେଚ୍ଛାସେବୀ ନଳୀନିପ୍ରଭା ମୃତ୍ୟୁ ମାମଲା।
ମିଳିଥିବା ସୂଚନାନୁସାରେ ଯେହେତୁ ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡୁନାହିଁ, ତେଣୁ ନଳୀନିଙ୍କ ମୃତ୍ୟୁ ପଛରେ କେହି ଜଣେ ଅଛି ବୋଲି ପୋଲିସ ସନ୍ଦେହ କରୁଛି। ସେହି ବ୍ୟକ୍ତି ଜଣଙ୍କ କିଏ ତାକୁ ମଧ୍ୟ ପୋଲିସ ଖୋଜୁଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ନଳୀନିଙ୍କ ବେକରେ ଦାଗ ରହିଛି ଯାହା ଆତ୍ମହତ୍ୟା ଜନିତ ହୋଇଥାଇପାରେ। ତେବେ ଯେଉଁ ଘରୁ ତାଙ୍କ ମୃତଦେହ ମିଲିଥିଲା ସେଠି ଆତ୍ମହତ୍ୟାର ସେପରି କୌଣସି ସୁରାଗ ନାହିଁ। ଏଭଳି ସ୍ଥିତିରେ ନଳୀନିଙ୍କ ମୃତ୍ୟୁର ଅସଲ କାରଣ ଖୋଜିବାରେ ଲାଗିଛି ପୋଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।