ରହସ୍ୟରେ ସ୍ୱେଚ୍ଛାସେବୀ ନଳୀନିପ୍ରଭାଙ୍କ ମୃତ୍ୟୁ ମାମଲା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ନଳୀନିପ୍ରଭା ଦାସଙ୍କ ମୃତ୍ୟୁ ତାଙ୍କ ଘରେ ହୋଇନାହିଁ। ବରଂ ଅନ୍ୟ ଏକ ସ୍ଥାନରେ ହୋଇଛି ବୋଲି  ପୋଲିସ କମିଶନର ସୂଚନା ଦେଇଛନ୍ତି। ସେ ନେଇ ଖୋଲତାଡ଼ ଜାରି ରହିଛି। ଦିନକୁ ଦିନ ରହସ୍ୟମୟ ହେଉଛି ସ୍ୱେଚ୍ଛାସେବୀ ନଳୀନିପ୍ରଭା ମୃତ୍ୟୁ ମାମଲା। ମିଳିଥିବା ସୂଚନାନୁସାରେ ଯେହେତୁ ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡୁନାହିଁ, ତେଣୁ ନଳୀନିଙ୍କ ମୃତ୍ୟୁ ପଛରେ କେହି ଜଣେ ଅଛି ବୋଲି ପୋଲିସ ସନ୍ଦେହ କରୁଛି। ସେହି ବ୍ୟକ୍ତି ଜଣଙ୍କ […]

nalini pravha-murder case

nalini pravha-murder case

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 01:29 PM IST

Sports

Latest News

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ନଳୀନିପ୍ରଭା ଦାସଙ୍କ ମୃତ୍ୟୁ ତାଙ୍କ ଘରେ ହୋଇନାହିଁ। ବରଂ ଅନ୍ୟ ଏକ ସ୍ଥାନରେ ହୋଇଛି ବୋଲି  ପୋଲିସ କମିଶନର ସୂଚନା ଦେଇଛନ୍ତି। ସେ ନେଇ ଖୋଲତାଡ଼ ଜାରି ରହିଛି। ଦିନକୁ ଦିନ ରହସ୍ୟମୟ ହେଉଛି ସ୍ୱେଚ୍ଛାସେବୀ ନଳୀନିପ୍ରଭା ମୃତ୍ୟୁ ମାମଲା।

ମିଳିଥିବା ସୂଚନାନୁସାରେ ଯେହେତୁ ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡୁନାହିଁ, ତେଣୁ ନଳୀନିଙ୍କ ମୃତ୍ୟୁ ପଛରେ କେହି ଜଣେ ଅଛି ବୋଲି ପୋଲିସ ସନ୍ଦେହ କରୁଛି। ସେହି ବ୍ୟକ୍ତି ଜଣଙ୍କ କିଏ ତାକୁ ମଧ୍ୟ ପୋଲିସ ଖୋଜୁଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ନଳୀନିଙ୍କ ବେକରେ ଦାଗ ରହିଛି  ଯାହା ଆତ୍ମହତ୍ୟା ଜନିତ ହୋଇଥାଇପାରେ। ତେବେ ଯେଉଁ ଘରୁ ତାଙ୍କ ମୃତଦେହ ମିଲିଥିଲା ସେଠି ଆତ୍ମହତ୍ୟାର ସେପରି କୌଣସି ସୁରାଗ ନାହିଁ। ଏଭଳି ସ୍ଥିତିରେ ନଳୀନିଙ୍କ ମୃତ୍ୟୁର ଅସଲ କାରଣ  ଖୋଜିବାରେ ଲାଗିଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story