ରାହୁଲ ଗାନ୍ଧି ଓଡ଼ିଶା ଆସିବେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଅକ୍ଟୋବର ମାସରେ ସେ ଆସିବେ। ତା’ପରେ ନଭେମ୍ବର ମାସରେ ଆଉ ଥରେ ସେ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସେ କେବେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ କରାଯାଇ ନାହିଁ।

rahul

rahul

Jyoshna Pradhan
  • Published: Friday, 21 September 2018
  • Updated: 21 September 2018, 07:33 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଅକ୍ଟୋବର ମାସରେ ସେ ଆସିବେ। ତା’ପରେ ନଭେମ୍ବର ମାସରେ ଆଉ ଥରେ ସେ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି।

ରାହୁଲଙ୍କ ଗସ୍ତ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସେ କେବେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos