ଆତ୍ମସମର୍ପଣ କଲେ ରାହୁଲ ମୂଷାକୀ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଏସ୍‌ପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ। ତାଙ୍କ ଘର ଛତିଶଗଡ଼ର ସୁକ୍‌ମା ଜିଲ୍ଲାର ତଲତ ଗାଁରେ। ରାହୁଲ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟି ମେମ୍ବର ଭାବେ ବଂଶଧାରା ଘୁମୁସୁର ନାଗାବଳି ଡିଭିଜନରେ କାମ କରୁଥିଲେ। ସେ ନକ୍ସଲଙ୍କ ଦ୍ୱାରା ଘଟା ଯାଇଥିବା ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଦୃଷ୍ଟିରଖି ସେ ଆତ୍ମସମର୍ପଣ […]

Rahul Mushaki

Rahul Mushaki

Jitendra Garnayak
  • Published: Sunday, 10 October 2021
  • Updated: 10 October 2021, 01:39 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଏସ୍‌ପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ। ତାଙ୍କ ଘର ଛତିଶଗଡ଼ର ସୁକ୍‌ମା ଜିଲ୍ଲାର ତଲତ ଗାଁରେ।

ରାହୁଲ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟି ମେମ୍ବର ଭାବେ ବଂଶଧାରା ଘୁମୁସୁର ନାଗାବଳି ଡିଭିଜନରେ କାମ କରୁଥିଲେ। ସେ ନକ୍ସଲଙ୍କ ଦ୍ୱାରା ଘଟା ଯାଇଥିବା ଅନେକ ହିଂସାକାଣ୍ଡରେ ସାମିଲ ଥିଲେ।

ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଦୃଷ୍ଟିରଖି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ରାହୁଲ ମୂଷାକୀ କହିଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର କୌଣସି ଆବଶ୍ୟକତା ନାହିଁ। ନକ୍ସଲଙ୍କ ସଶସ୍ତ୍ର ବିଦ୍ରୋହକୁ ଆଉ ଜନସମର୍ଥନ ମିଳୁ ନାହିଁ। ଓଲଟି ଲୋକମାନେ ନକ୍ସଲମାନଙ୍କୁ ବିରୋଧ କରୁଛନ୍ତି। ଏହା ସହିତ ସେ ନକ୍ସଲ ସଂଗଠନରେ ଥିବା ଅନ୍ୟ ସମସ୍ତଙ୍କୁ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ରାହୁଲ ମୂଷାକୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ତାଙ୍କୁ ଘର ତିଆରି କରିବା ପାଇଁ ଆର୍ଥିକ ସହାୟତା ଦିଆଯିବା ବୋଲି ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story