‘ମହାପ୍ରଭୁଙ୍କ କୃପାରୁ ମୋ’ ପୁଅ ନୂଆ ଜୀବନ ପାଇଛି, ପୁଣି ଥରେ ଶ୍ରୀକ୍ଷେତ୍ର ଯିବି’

ସମ୍ବଲପୁର(ସଞ୍ଜୟ ଜେନା): ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋ’ ପୁଅ ନୂଆ ଜୀବନ ପାଇଛି । ଯେଉଁ ଦିନ ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ମୋ’ ପୁଅକୁ ଉଦ୍ଧାର କଲେ। ଜଗନ୍ନାଥଙ୍କ କୃପାକୁ ମୁଁ  କେବେ ବି ଭୁଲି ପାରିବିନି ।  ପୁଅ ସୁସ୍ଥ ହୋଇ ଘରକୁ ଫେରିଲେ ତାକୁ ନିଶ୍ଚୟ ପୁଣି ଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ନେବି । ଭାବବିହ୍ୱଳ ହୋଇ ଏପରି […]

rahul & father

rahul & father

Niharika Rout
  • Published: Thursday, 16 June 2022
  • Updated: 16 June 2022, 12:31 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋ’ ପୁଅ ନୂଆ ଜୀବନ ପାଇଛି । ଯେଉଁ ଦିନ ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଚାଲିଥିଲା, ସେହିଦିନ ହିଁ ମହାପ୍ରଭୁ ଜଗନ୍ନାଥ ଆସି ଗାତ ଭିତରୁ ମୋ’ ପୁଅକୁ ଉଦ୍ଧାର କଲେ। ଜଗନ୍ନାଥଙ୍କ କୃପାକୁ ମୁଁ  କେବେ ବି ଭୁଲି ପାରିବିନି ।  ପୁଅ ସୁସ୍ଥ ହୋଇ ଘରକୁ ଫେରିଲେ ତାକୁ ନିଶ୍ଚୟ ପୁଣି ଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ନେବି । ଭାବବିହ୍ୱଳ ହୋଇ ଏପରି କହିଛନ୍ତି ୮୦ ଫୁଟ ତଳ ବୋରୱେଲରୁ  ଉଦ୍ଧାର ହୋଇଥିବା ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲାର ଫିରିଡ୍ ଗାଁର  ରାହୁଲ ସାହୁଙ୍କ ବାପା ରାମକୁମାର ସାହୁ ।

ରାମକୁମାର ପୁରୁଣା ଦିନର କଥାକୁ ମନେ ପକାଇ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲୁ। ସେଠାରେ ୧୫-୨୦ ଦିନ ରହିଥିଲୁ। ଥରେ ପୁଅକୁ କୂଳରେ ବସାଇ ସମୁଦ୍ରରେ ଗାଧୋଇବାକୁ ଯାଇଥିଲୁ। ଫେରିବା ପରେ ପୁଅକୁ ନ ପାଇ ଚାରିଆଡ଼େ  ଖୋଜାଖୋଜି କରିଥିଲୁ।  ସେଠାରେ ଥିବା ସ୍ଥାନୀୟ ଲୋକେ ଆମକୁ ସାହାଯ୍ୟ କରିଥିଲେ। ପୁଅର ଫଟୋ ନେଇ ସେମାନେ ଚାରିଆଡ଼େ ଖୋଜାଖୋଜି କରିବା ପରେ ଶ୍ରୀମନ୍ଦିର ନିକଟରେ ପାଖରେ ପିଲାଟି ଖାଉଥିବା ଦେଖଇବାକୁ ପାଇଥିଲେ। ସେଠାରୁ ସେମାନେ ଆଣି ପୁଅକୁ ଆମକୁ ଫେରାଇ ଦେଇଥିଲେ।  ପୁଅକୁ ପାଇ ଆମେ ଖୁସିରେ ବିଭୋର ହୋଇ ଯାଇଥିବା ବେଳେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଇଥିଲୁ। ସେତେବେଳେ ଜଗନ୍ନାଥ ଆମ ପୁଅକୁ ସାହା ହୋଇଥିବା ବେଳେ ଏବେ ପୁଣି ଥରେ ସାହା ହୋଇଛନ୍ତି । ଏହା ମହାପ୍ରଭୁଙ୍କ ମହିମା ନୁହେଁ ତ ଆଉ କଣ  ବୋଲି କହିଛନ୍ତି ରାମକୁମାର ।

https://youtu.be/OcGaTh_vfD0

ଏଥିସହ ରାହୁଲ ଉଦ୍ଧାର କାର୍ଯ୍ୟରେ  ଦିନରାତି  ଲାଗିଥିବା ଉଦ୍ଧାରକାରୀ ଦଳଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ରାମକୁମାର। ବିଶେଷତଃ ଓଡ଼ିଶାରୁ ଯାଇଥିବା ଏନଡିଆରଏଫ ଟିମ୍ ସଦସ୍ୟଙ୍କୁ ସେ ନିଜ କୃତଜ୍ଞତା ଜଣାଇଛନ୍ତି। କଟକରୁ ଆସିଥିବା ଏନଡିଆରଏଫ ଟିମ୍‌ ମୋ ପାଇଁ ଭଗବାନ ସଦୃଶ । ସେମାନେ ମୃତ୍ୟୁ ମୁହଁରୁ ମୋ’ ପୁଅକୁ ଫେରାଇ ଆଣିଛନ୍ତି। ସେମାନଙ୍କୁ ମୁଁ ହାତ ଯୋଡ଼ି ପ୍ରଣାମ କରୁଛି। ସେମାନେ ମୋ ପାଇଁ ଭଗବାନଠୁ କମ୍‌ ନୁହନ୍ତି ବୋଲି କହିଛନ୍ତି ରାମକୁମାର ।

ସୂଚନାଯୋଗ୍ୟ,  ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ୮୦ ଫୁଟ୍‌ ବୋରେଓ୍ୱଲ ଭିତରେ ଖସିପଡ଼ିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ସବୁ କଳ, ବଳ, କୌଶଳ ଏକାଠି କରି ଜୀ-ଜାନ୍ ଲଗାଇ ଦେଇଥିଲା ରେସ୍‌କ୍ୟୁ ଟିମ୍ ।  ସେନାର ବରିଷ୍ଠ ଓ ଅଭିଜ୍ଞ ଟିମ୍ ଅପରେସନରେ ମୋଟ ୧୫୦ ଅଧିକାରୀ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପିଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଚାଲିଥିଲା ଅପରେସନ୍ ।  ଦୀର୍ଘ ୧୦୫ ଘଣ୍ଟାର ଅପରେସନ ପରେ  ରେସ୍‌କ୍ୟୁ ଟିମ୍ ଶେଷରେ ଟାଣ ପଥର ଚଟାଣକୁ ଭେଦ କରି  ରାହୁଲକୁ ସୁରକ୍ଷିତ ଭାବେ ବୋରେଓ୍ୱଲ୍ ଭିତରୁ ବାହାର କରିବାକୁ ସକ୍ଷମ ହୋଇଥିଲେ।

https://youtu.be/rJ0UzpmT59Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story