ବାସି ବିକୁଥିଲେ, ତଣ୍ଡ ଗଣିଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ସାମଗ୍ରୀ ଓ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଜବତ କରାଯାଉଥିବା ବେଳେ ଆଜି ଖୋର୍ଦ୍ଧା ପୌର ପ୍ରଶାସନ ସହିତ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନେ ସହରର ବିଭିନ୍ନ ହୋଟେଲ୍ ଓ ଜଳଖିଆ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଅନେକ ହୋଟେଲ ଓ ଜଳଖିଆ ଦୋକାନରୁ ବାସି ତଥା ଖାଦ୍ୟ ଅନୁପଯୋଗୀ ମିଠା, ପନିର, ଛେନା ଓ ମସଲା ଆଦି ଜବତ […]

sweet

sweet

Jitendra Garnayak
  • Published: Saturday, 23 January 2021
  • Updated: 23 January 2021, 02:55 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ସାମଗ୍ରୀ ଓ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଜବତ କରାଯାଉଥିବା ବେଳେ ଆଜି ଖୋର୍ଦ୍ଧା ପୌର ପ୍ରଶାସନ ସହିତ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନେ ସହରର ବିଭିନ୍ନ ହୋଟେଲ୍ ଓ ଜଳଖିଆ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଅନେକ ହୋଟେଲ ଓ ଜଳଖିଆ ଦୋକାନରୁ ବାସି ତଥା ଖାଦ୍ୟ ଅନୁପଯୋଗୀ ମିଠା, ପନିର, ଛେନା ଓ ମସଲା ଆଦି ଜବତ କରାଯାଇ ନଷ୍ଟ କରାଯାଇଥିଲା। ଏହା ସହିତ ସଂପୃକ୍ତ ଦୋକାନୀମାନଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଥିଲା। ଏକ ଦୋକାନରେ ମିଠାର ପ୍ରସ୍ତୁତ ତାରିଖ ଲେଖାଯାଇ ନଥିବାରୁ ତାଙ୍କ ଠାରୁ ମଧ୍ୟ ଫାଇନ୍ ଆଦାୟ କରାଯାଇଥିଲା।

ଖୋର୍ଦ୍ଧା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି, ଚାରିଆଡ଼େ ଏବେ ଅପମିଶ୍ରିତ ଖାଦ୍ୟର ପ୍ରାଦୁର୍ଭାବ ବଢ଼ିଚାଲିଛି। ତେଣୁ ଆମେ ଦୋକାନୀମାନଙ୍କୁ ସଚେତନ କରୁଛୁ। ଯଦି ସେମାନେ କୌଣସି ବିଷୟରେ ଜାଣି ନାହାନ୍ତି, ତା’ହେଲେ ସେମାନଙ୍କୁ ସେ ବିଷୟରେ ସଚେତନ କରାଯାଉଛି। ଲୋକଙ୍କୁ ବି ସଚେତନ କରୁଛୁ। ଯେଉଁ ସ୍ଥାନରେ ଖାଦ୍ୟ ପଦାର୍ଥ ତିଆରି ହେଉଛି, ସେଗୁଡ଼ିକ ବି ବୁଲି ଦେଖିଛୁ। ସଚେତନ କରିବା ସହିତ ଦୋକାନୀମାନଙ୍କୁ ଆମେ ଚେତାବନୀ ଦେଇଛୁ। ୟା ପରେ ଯଦି ସେମାନେ ଅପମିଶ୍ରିତ ଖାଦ୍ୟ ବିକିବେ, ତା’ହେଲେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ। ଖାଦ୍ୟ ପଦାର୍ଥ ବିକିବା ପାଇଁ ଯେଉଁ ଅନୁମତି ପାଇଛନ୍ତି, ତାକୁ ବାତିଲ କରି ଦିଆଯିବ।

ସେ ଆହୁରି କହିଛନ୍ତି ଯେ ଆଜି ଚଢ଼ାଉ ବେଳେ ବାସି ମିଠା, ବାସି ଡାଲି, ଫ୍ରିଜ୍‌ରେ ଥିବା ବହୁତ ଦିନର ଖାଦ୍ୟ, ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଜବତ କରାଯାଇଛି। ଏମିତି ଚଢ଼ାଉ ଆଗକୁ ବି ଜାରି ରହିବ।

ବିଏମ୍‌ସିର ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ୍ ପଟେଲ କହିଛନ୍ତି, ଆମେ ଅନେକ ଦୋକାନରେ ବାସି ଖାଦ୍ୟ ପାଇଥିଲୁ। ସେଗୁଡ଼ିକୁ ଆମେ ନଷ୍ଟ କରି ଦେଇଛୁ।
https://youtu.be/wmWEGAI2Qto

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story