ନକଲି ନୋଟ୍‌ କାରବାର କରୁଥିଲେ ରେଳ କର୍ମଚାରୀ!

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ରେଳ କର୍ମଚାରୀ ରମନ କୁମାର ରଜକ ନକଲି ନୋଟ୍‌ କାରବାର କରୁଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କଠାରୁ ନକଲି ନୋଟ୍‌ ଜବତ କରିବା ସହିତ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ଏହାର ଲିଙ୍କ ଛତିଶଗଡ଼ ରାଜ୍ୟର ବିଶାଳପୁରକୁ ରହିଥିବା ପୁଲିସ ଜାଣିବାକୁ ପାଇଛି। ରେଳ କର୍ମଚାରୀ ରମନ କୁମାର ରଜକ(୩୨) ବିଲାଶପୁରରୁ ନକଲି ଟଙ୍କା ଆଣି ଝାରସୁଗୁଡ଼ା ଅଞ୍ଚଳରେ ପ୍ରଚଳନ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ବ୍ରଜରାଜନଗର ଏସ୍‌ଡିପିଓ ଦୀଲ୍ଲିପ ଦାସ, […]

Jharsuguda

Jharsuguda

Manoranjan Sial
  • Published: Tuesday, 13 April 2021
  • Updated: 13 April 2021, 07:02 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ରେଳ କର୍ମଚାରୀ ରମନ କୁମାର ରଜକ ନକଲି ନୋଟ୍‌ କାରବାର କରୁଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କଠାରୁ ନକଲି ନୋଟ୍‌ ଜବତ କରିବା ସହିତ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ଏହାର ଲିଙ୍କ ଛତିଶଗଡ଼ ରାଜ୍ୟର ବିଶାଳପୁରକୁ ରହିଥିବା ପୁଲିସ ଜାଣିବାକୁ ପାଇଛି।

ରେଳ କର୍ମଚାରୀ ରମନ କୁମାର ରଜକ(୩୨) ବିଲାଶପୁରରୁ ନକଲି ଟଙ୍କା ଆଣି ଝାରସୁଗୁଡ଼ା ଅଞ୍ଚଳରେ ପ୍ରଚଳନ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ବ୍ରଜରାଜନଗର ଏସ୍‌ଡିପିଓ ଦୀଲ୍ଲିପ ଦାସ, ଥାନା ଅଧିକାରୀ ନଳିତା ମୋଦୀ ଓ ସବ୍‌ ଇନ୍ସପେକ୍ଟର ପି.କେ. ସ୍ୱାଇଁ ପ୍ରମୁଖ ବ୍ରଜରାଜନଗର ଅଞ୍ଚଳରେ ରମନ ରହୁଥିବା ଭଡ଼ା ଘରେ ଚଢଉ କରି ତାଙ୍କୁ ଗିରଫ କରିଥିଲା। ପୁଲିସ ରମନଙ୍କଠାରୁ ୫ପିବି୪୧୭୭୮୪ ନମ୍ବର ବିଶିଷ୍ଟ ୫୨ଟି ଓ ୮ଟିଏନ୍‌୧୫୭୨୦୧ ନମ୍ବର ବିଶିଷ୍ଟ ୬୨ଟି ମୋଟ୍‌ ୧୧୪ଟି ନକଲି ୫୦୦ ଟଙ୍କିଆ ନୋଟ ଜବତ କରିଥିବା ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି।

ରମନ ବିଲାଶପୁରରୁ ଗୋଟିଏ ଗ୍ୟାଙ୍ଗଠାରୁ ନକଲି ଟଙ୍କା ଆଣି ଏଠାରେ ଚାଲାଣ କରୁଥିଲା। ସେପଟେ ରମନ ଆଣୁଥିବା ଗ୍ୟାଙ୍ଗ ମହାରାଷ୍ଟ୍ରର ନାଗପୁରରୁ ନକଲି ଟଙ୍କା ଆଣୁଥିବା ପୁଲିସ ଜାଣିବାକୁ ପାଇଛି।

ତେବେ କେତେଦିନ ଧରି ଏହି ବେପାର ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାଛଡ଼ା ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ ତନଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story