ରେଲୱେ କର୍ମଚାରୀଙ୍କ ଦାଦାଗିରି, ବଟି ନଦେବାରୁ ପିଟିଲେ!

ସୋର (ଶଶୀକାନ୍ତ ବେହେରା): ରେଲୱେ କର୍ମଚାରୀଙ୍କ ଦାଦାକିରି। ବଟି ନଦେବାରୁ କାକୁଡ଼ି ବିକ୍ରି ପେଟ ପୋଷୁଥିବା ବ୍ୟକ୍ତିଙ୍କୁ ଗୋଇଠା ବିଧା ମାରିଛନ୍ତି ରେଲୱେ କର୍ମଚାରୀ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ସୋର ଥାନା ଅଞ୍ଚଳର ହରେକୃଷ୍ଣ। ସେ ଷ୍ଟେସନ୍‌ରେ କାକୁଡ଼ି ବିକ୍ରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦାଦାବଟି ନଦେବାରୁ ରେଲୱେ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାସ୍ତାରେ ଗଡ଼ାଇ ଗଡ଼ାଇ […]

soro

soro

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 05:14 PM IST

Sports

Latest News

ସୋର (ଶଶୀକାନ୍ତ ବେହେରା): ରେଲୱେ କର୍ମଚାରୀଙ୍କ ଦାଦାକିରି। ବଟି ନଦେବାରୁ କାକୁଡ଼ି ବିକ୍ରି ପେଟ ପୋଷୁଥିବା ବ୍ୟକ୍ତିଙ୍କୁ ଗୋଇଠା ବିଧା ମାରିଛନ୍ତି ରେଲୱେ କର୍ମଚାରୀ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।

ସୋର ଥାନା ଅଞ୍ଚଳର ହରେକୃଷ୍ଣ। ସେ ଷ୍ଟେସନ୍‌ରେ କାକୁଡ଼ି ବିକ୍ରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦାଦାବଟି ନଦେବାରୁ ରେଲୱେ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାସ୍ତାରେ ଗଡ଼ାଇ ଗଡ଼ାଇ ଗୋଇଠା, ବିଧା ଓ ଚାପୁଡ଼ ମାରିଥିବେ ଦେଖିବାକୁ ମିଳିଛି। ହରେକୃଷ୍ଣ ମାଡ଼ ଖାଉଥିବା ବେଳେ କେହି ପ୍ରତିବାଦ କରୁନଥିଲେ। ସମସ୍ତେ ନିରବଦ୍ରଷ୍ଟା ସାଜିଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ହରେକୃଷ୍ଣ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆସନ୍ତାକାଲି ହରେକୃଷ୍ଣ ଏନେଇ ବାଲେଶ୍ୱର ଜିଆର୍‌ପିରେ ଅଭିଯୋଗ କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story