ପହିଲି ରଜରେ ପୁଲକିତ କଲା ମୌସୁମୀ ବର୍ଷା

ଭୁବନେଶ୍ୱର: ଆଜି ଥିଲା ପହିଲି ରଜ।  ଏହି ପର୍ବକୁ ନେଇ ସବୁଠି ଥିଲା ଆନନ୍ଦ ଉଲ୍ଲାସ। ରଜ ପର୍ବର ଏହି ଉତ୍ସାହ ଭିତରେ ଆଜି ମୌସୁମୀ ବର୍ଷା ସମସ୍ତଙ୍କୁ ଭିଜେଇଥିଲା। ସକାଳ ସମୟ ପାଗ ଠିକ୍‌ ଥିଲା ବେଳେ ଅପରାହ୍ନରୁ ଗର୍ଜନ କରି ଆସିଥିଲା  ମେଘ। ସନ୍ଧ୍ୟା ବେଳକୁ ଖୁବ୍‌ ଜୋରରେ ବର୍ଷିଥିଲା। ଭୁବନେଶ୍ୱର ସମେତ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଷଳ ଧାରାରେ ବର୍ଷା ହୋଇଛି। ଏହି ବର୍ଷା ରଜ ପର୍ବକୁ ଟିକେ ଫିକା କରିଦେଇଥିଲେ […]

unnamed-1

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 10:55 PM IST

ଭୁବନେଶ୍ୱର: ଆଜି ଥିଲା ପହିଲି ରଜ।  ଏହି ପର୍ବକୁ ନେଇ ସବୁଠି ଥିଲା ଆନନ୍ଦ ଉଲ୍ଲାସ। ରଜ ପର୍ବର ଏହି ଉତ୍ସାହ ଭିତରେ ଆଜି ମୌସୁମୀ ବର୍ଷା ସମସ୍ତଙ୍କୁ ଭିଜେଇଥିଲା। ସକାଳ ସମୟ ପାଗ ଠିକ୍‌ ଥିଲା ବେଳେ ଅପରାହ୍ନରୁ ଗର୍ଜନ କରି ଆସିଥିଲା  ମେଘ। ସନ୍ଧ୍ୟା ବେଳକୁ ଖୁବ୍‌ ଜୋରରେ ବର୍ଷିଥିଲା। ଭୁବନେଶ୍ୱର ସମେତ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଷଳ ଧାରାରେ ବର୍ଷା ହୋଇଛି। ଏହି ବର୍ଷା ରଜ ପର୍ବକୁ ଟିକେ ଫିକା କରିଦେଇଥିଲେ ମଧ୍ୟ କେହି ନିରାଶ ହୋଇ ନ ଥିଲେ। ଆଉ ପହିଲି ରଜରେ ମୌସୁମୀ ବର୍ଷା ସମସ୍ତଙ୍କୁ ପୁଲକିତ କରିଥିଲା।

Related story