ବର୍ଷା ପାଇଁ ବନ୍ଦ ହେଲା ‘ରାହାଗିରି’

ଭୁବନେଶ୍ୱର: ବର୍ଷା ଋତୁ ପାଇଁ ସାମୟିକ ଭାବେ ‘ରାହାଗିରି’କୁ ସ୍ଥଗିତ ରଖାଯାଇଥିବା ଗତକାଲି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନୂଆ ରୂପ ଓ ନୂଆଢଙ୍ଗରେ ରାହାଗିରି ଆରମ୍ଭ ହେବ। ଏହି ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

rahagiri

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 03:44 PM IST

ଭୁବନେଶ୍ୱର: ବର୍ଷା ଋତୁ ପାଇଁ ସାମୟିକ ଭାବେ ‘ରାହାଗିରି’କୁ ସ୍ଥଗିତ ରଖାଯାଇଥିବା ଗତକାଲି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନୂଆ ରୂପ ଓ ନୂଆଢଙ୍ଗରେ ରାହାଗିରି ଆରମ୍ଭ ହେବ।

ଏହି ସମ୍ମିଳନୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Related story