ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ଆସିକା (ମନୋଜ ମୁନି): ଦୁଇ ଦିନର ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ଆସିକା ଓ କବିସୂର୍ଯ୍ୟନଗରରେ ଚାଷ ଉଜୁଡିବାକୁ ବସିଛି। ଏହି ଦୁଇଟି ଅଞ୍ଚଳରେ ଚାଷ ଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଆସିକା ପଞ୍ଚାୟତ ଗୌଡ଼ଗୋଠ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। କବିସୂର୍ଯ୍ୟନଗର ମେଡ଼ିକାଲରେ ପାଣି ପଶିଯାଇଥିବା ସୂଚନା ମିଳିଛି।

aska

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 02:50 PM IST

ଆସିକା (ମନୋଜ ମୁନି): ଦୁଇ ଦିନର ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ଆସିକା ଓ କବିସୂର୍ଯ୍ୟନଗରରେ ଚାଷ ଉଜୁଡିବାକୁ ବସିଛି। ଏହି ଦୁଇଟି ଅଞ୍ଚଳରେ ଚାଷ ଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।

ଆସିକା ପଞ୍ଚାୟତ ଗୌଡ଼ଗୋଠ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। କବିସୂର୍ଯ୍ୟନଗର ମେଡ଼ିକାଲରେ ପାଣି ପଶିଯାଇଥିବା ସୂଚନା ମିଳିଛି।

Related story