ରାଜଧାନୀରେ ମଦ ବିରୋଧୀ ଅଭିଯାନ: ମହିଳା ଭାଙ୍ଗିଲେ ମଦ ଦୋକାନ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ମଙ୍ଗଳବାର ବହୁ ମହିଳା ଏକାଠି ହୋଇ ଏକ ଦେଶୀ ମଦ ଭାଟିକୁ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ମଦ ଭାଟି ଉପରେ ଆକ୍ରମଣ କରିଥିଲେ। ପାଣ୍ଡରାରେ ଥିବା ଏହି ମଦଭାଟିକୁ ଏଠାରୁ ଉଠାଇ ନେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏ ନେଇ ବାରମ୍ୱାର ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁ ମହିଳାମାନେ ମଙ୍ଗଳବାର ଏକାଠି ହୋଇ ଏହି […]

bhubebswar

bhubebswar

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 11:59 AM IST

Sports

Latest News

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ମଙ୍ଗଳବାର ବହୁ ମହିଳା ଏକାଠି ହୋଇ ଏକ ଦେଶୀ ମଦ ଭାଟିକୁ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ମଦ ଭାଟି ଉପରେ ଆକ୍ରମଣ କରିଥିଲେ। ପାଣ୍ଡରାରେ ଥିବା ଏହି ମଦଭାଟିକୁ ଏଠାରୁ ଉଠାଇ ନେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏ ନେଇ ବାରମ୍ୱାର ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁ ମହିଳାମାନେ ମଙ୍ଗଳବାର ଏକାଠି ହୋଇ ଏହି ମଦଭାଟିକୁ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତା'ସହ ମଦଭାଟିରେ ଥିବା ବିଭିନ୍ନ ସାମଗ୍ରୀଙ୍କୁ ମଧ୍ୟ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos