ରତ୍ନାକର, ରୀତାରାଣିଙ୍କ ଦେହରେ ଦୁନିଆ ଦେଖିବେ ରାଜଲକ୍ଷ୍ମୀ

କଟକ(ଓଡ଼ିଶା ରିପୋର୍ଟର): ରାଜଲକ୍ଷ୍ମୀ ଆଉ ଏ ଦୁନିଆରେ ନାହାନ୍ତି। ହେଲେ ବଞ୍ଚାଇ ଦେଇଯାଇଛନ୍ତି ରତ୍ନାକର ମହାନ୍ତି ଓ ରୀତାରାଣି ମହାନ୍ତଙ୍କୁ। ପରିବାର ଆଖିରେ ରାଜଲକ୍ଷ୍ମୀ ମରିଯାଇଛନ୍ତି ସତ, ତଥାପି ସେ ଦୁନିଆ ଦେଖିବେ। ନିଜ ଶରୀରରେ ନୁହେଁ, ବରଂ ଅନ୍ୟ ଦୁଇ ଜଣଙ୍କ ଆଖିରେ। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାଶ। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜଲକ୍ଷ୍ମୀ ବ୍ରେନଡେଡ୍‌ ସ୍ଥିତିକୁ ଚାଲି […]

doner

doner

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 07:43 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜଲକ୍ଷ୍ମୀ ଆଉ ଏ ଦୁନିଆରେ ନାହାନ୍ତି। ହେଲେ ବଞ୍ଚାଇ ଦେଇଯାଇଛନ୍ତି ରତ୍ନାକର ମହାନ୍ତି ଓ ରୀତାରାଣି ମହାନ୍ତଙ୍କୁ। ପରିବାର ଆଖିରେ ରାଜଲକ୍ଷ୍ମୀ ମରିଯାଇଛନ୍ତି ସତ, ତଥାପି ସେ ଦୁନିଆ ଦେଖିବେ। ନିଜ ଶରୀରରେ ନୁହେଁ, ବରଂ ଅନ୍ୟ ଦୁଇ ଜଣଙ୍କ ଆଖିରେ।

ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାଶ। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜଲକ୍ଷ୍ମୀ ବ୍ରେନଡେଡ୍‌ ସ୍ଥିତିକୁ ଚାଲି ଯାଇଥିଲେ। ଫଳରେ ତାଙ୍କ ପରିବାର ଲୋକ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏ ସଂପର୍କରେ ସୋଟୋ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଏସ୍‌ସିବି ଓ ଆପୋଲ ହସ୍ପିଟାଲର ଦୁଇ ଜଣଙ୍କ କ୍ଷେତ୍ରରେ କାଡାଭରିକ ପ୍ରତିରୋପଣ ହେବାର ଥିଲା। ହେଲେ ଆପୋଲୋରେ ରୋଗୀଙ୍କ ସହ ମ୍ୟାଚ ନକରିବାରୁ ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କ ସହ ମୃତ ରାଜଲକ୍ଷ୍ମୀଙ୍କ ଗ୍ରୁପ୍‌ ମ୍ୟାଚ କରାଯାଇଥିଲା। ଶେଷରେ କାମାକ୍ଷାନଗର ଅଞ୍ଚଳର ରତ୍ନାକର ମହାନ୍ତି ଓ ମୟୂରଭଞ୍ଜର ଜିଲ୍ଲାର ରୀତାରାଣି ମହାନ୍ତଙ୍କଠାରେ କିଡନୀ ଲାଗିଛି। ଅପରେସନ ୧୦ଟାଠାରୁ ଆରମ୍ଭ ହୋଇ ଦିନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଓ ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ସହ ଏକ ୧୧ ଜଣିଆ ଡ଼ାକ୍ତରୀ ଟିମ୍‌ ଥିଲେ।

ଅନ୍ୟପଟେ ଆଜି ରାଜଲକ୍ଷ୍ମୀଙ୍କ ମୃତ ଶରୀର ତାଙ୍କ ନିଜସ୍ୱ ଗାଁ ଡେଲାଙ୍ଗ ପଟଣପୁରୁକୁ ଅଣାଯାଇଥିଲା। ଖବର ପାଇ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ଅଙ୍ଗଦାନ ପାଇଁ ପରିବାରକୁ ସାଧୁବାଦ ଜଣାଇଥିଲେ।

ଗତ ଫେବୃଆରୀରେ ପ୍ରଥମ କରି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ରାଣୀ ପାତ୍ରଙ୍କଠାରୁ ପ୍ରଥମ କାଡାଭରିକ ଟ୍ରାନସପ୍ଲାଣ୍ଟ ହୋଇଥିଲା। ପରେ ସୁଚିତ୍ରା ଦାସ, ଏବେ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ ଭଳି ମହତ କାମର ବିରଳ ଉଦାହରଣ ଧାରା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story