ରାଜ୍ୟରେ ପୁଣି କମିଲା ବସ୍ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣି କମିଲା ବସ୍ ଭଡ଼ା। ସାଧାରଣ ବସ୍ ଓ ଏକ୍ସପ୍ରେସ ବସରେ କିଲୋ ମିଟର  ପିଛା ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ବସ ଓ ଏସି-ଡିଲକ୍ସ ବସର ଭଡ଼ା ୪ ପଇସା କମିଛି। ନୂଆ ବସ୍ ଭଡ଼ା ଅନୁସାରେ ସାଧାରଣ ବସ  ଓ ଏକ୍ସପ୍ରେସର ବସ ଭଡ଼ା କିଲୋ ମିଟର ପିଛା ୫୮ ପଇସାରୁ ୫୬ ପଇସାକୁ ହ୍ରାସ ପାଇଛି। ସେହିଭଳି ଡିଲକ୍ସ ବସରେ କିଲୋମିଟର ପିଛା ଭଡ଼ା ୮୦ ପଇସାକୁ […]

Odisha-Private-

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 08:50 AM IST

ଭୁବନେଶ୍ୱର: ରାଜ୍ୟରେ ପୁଣି କମିଲା ବସ୍ ଭଡ଼ା। ସାଧାରଣ ବସ୍ ଓ ଏକ୍ସପ୍ରେସ ବସରେ କିଲୋ ମିଟର  ପିଛା ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ବସ ଓ ଏସି-ଡିଲକ୍ସ ବସର ଭଡ଼ା ୪ ପଇସା କମିଛି। ନୂଆ ବସ୍ ଭଡ଼ା ଅନୁସାରେ ସାଧାରଣ ବସ  ଓ ଏକ୍ସପ୍ରେସର ବସ ଭଡ଼ା କିଲୋ ମିଟର ପିଛା ୫୮ ପଇସାରୁ ୫୬ ପଇସାକୁ ହ୍ରାସ ପାଇଛି। ସେହିଭଳି ଡିଲକ୍ସ ବସରେ କିଲୋମିଟର ପିଛା ଭଡ଼ା ୮୦ ପଇସାକୁ ୭୬ ପଇସାକୁ କମାଯାଇଛି। ଏସି ଡିଲକ୍ସ ବସର ଭଡ଼ା ୧ଟଙ୍କା ୧ ପଇସାରୁ ୯୭ ପଇସାକୁ କମିଛି। ଡିଜେଲ ଦର ହ୍ରାସ ପାଇବା ପରେ ଆଟୋମ୍ୟାଟିକ ମେକାନିଜିମ୍ ଜରିଆରେ ବସ୍ ଭଡ଼ା କମିଛି।

Related story